-34%Hot

Images from customers:

  • ମୁଁ ଓଡ଼ିଆ ଟି ସାର୍ଟ୍ - Mun Odia T Shirt

ମୁଁ ଓଡ଼ିଆ ଟି ସାର୍ଟ୍ – Mun Odia T Shirt

(4 customer reviews)

299.00 450.00 Incl. Taxes

ମୁଁ ଓଡ଼ିଆ – ମୋ ଭାଷା, ମୋ ସ୍ବାଭିମାନ

ମୁଁ ଓଡ଼ିଆ ଟି ସାର୍ଟ୍ – Mun Odia T Shirt

ପ୍ରତ୍ୟକ ଓଡ଼ିଆ ଭାଷା ପ୍ରେମୀ ମାନଙ୍କର ଗର୍ବର ପ୍ରତୀକ, ପିନ୍ଧନ୍ତୁ ଓ ନିଜକୁ ଗର୍ବିତ ଅନୁଭବ କରନ୍ତୁ,
କିଣିବା ପୂର୍ବରୁ ଉତ୍ପାଦ ବିବରଣ (description) ପଢନ୍ତୁ ଓ ନିଜର ମାପ (size) ଜାଞ୍ଚ କରିନିଅନ୍ତୁ |

Brand – egearz

Product – 100% Cotton Round Neck T Shirts

Clear

ମୁଁ ଓଡ଼ିଆ ଟି ସାର୍ଟ୍ (ଅଙ୍ଗି)

Mun Odia T Shirt

ବିଶ୍ବରେ ସମସ୍ତେ ତାଙ୍କର ମାତୃଭାଷାକୁ ନେଇ ଗର୍ବ କରିଥାନ୍ତି, ସେହିଭଳି ଓଡ଼ିଆ ଭାଷୀମାନେ ମଧ୍ୟ ତାଙ୍କର ମାତୃଭାଷାକୁ ନେଇ ଗର୍ବ କରିଥାଆନ୍ତି |
ଏହି “ମୁଁ ଓଡ଼ିଆ ଟି ସାର୍ଟ୍” ପ୍ରତ୍ୟକ ଓଡ଼ିଆ ଭାଷା ପ୍ରେମୀ ମାନଙ୍କର ଗର୍ବର ପ୍ରତୀକ |
ନିଜ ମାତୃଭାଷାକୁ ଉପରେ ରଖନ୍ତୁ ଓ ଗର୍ବର ସହିତ କୁହନ୍ତୁ – “ମୁଁ ଓଡିଆ” |
ଏହି ଟି ସାର୍ଟ୍ ଟି ୧୦୦% ସୂତାରେ ନିର୍ମିତ, ଏହା ସମସ୍ତ ପାଗରେ ପିନ୍ଧାଯାଇ ପାରିବ |
ଏହା “ଇ-ଗିୟରଜ୍” ବ୍ରାଣ୍ଡ ଦ୍ବାରା ଏକ ଉତ୍ତମ ଉତ୍ପାଦନ ଅଟେ |

#munOdia
#ମୁଁଓଡ଼ିଆ

egearz egearz

Specifications :-
ବିବରଣୀ :-

  • Type :- Round neck T Shirt
    ପ୍ରକାର – ଗୋଲେଇ ବେକ ଟି-ସାର୍ଟ୍ (ଅଙ୍ଗି)
  • Brand – egearz
    ବ୍ରାଣ୍ଡ – ଇ-ଗିୟରଜ୍
  • Fabric :- 100% Cotton
    କପଡ଼ା – ୧୦୦ % ସୂତା
  • Dyes :- fiber dyed
    ରଙ୍ଗ ରଞ୍ଜିତ – ସୂତାରୁ
  • Colour :- Indigo Blue
    ରଙ୍ଗ – ଘନନୀଳ
  • Fit :- Regular
    ସଜ୍ଜା – ସାଧାରଣ
  • Sleeve :- Half Sleeve
    ହାତ – ଛୋଟ ହାତ
  • Design :- Mun Odia
    ଚିତ୍ରପଟ – ମୁଁ ଓଡିଆ – ମୋ ଭାଷା, ମୋ ସ୍ବାଭିମାନ
  • Environment friendly
    ବାତାନୂକୁଳବର୍ତ୍ତି
  • All size available – S-XXL (Size Chart – see above)
    ସମସ୍ତ ମାପ ଉପଲବ୍ଧ (ଛୋଟ ରୁ ବଡ଼), ଉପରେ ମାପ ନିଦର୍ଶନ ଚିତ୍ର ଦେଖନ୍ତୁ |
  • Back side – Plain
    ପଛପଟ – ସାଧା
  • ଫେରସ୍ତ – କେବଳ ଉତ୍ପାଦନ ସଂବନ୍ଧିୟ ତୃଟି ହିଁ ଫେରସ୍ତ ହୋଇ ପାରିବ |

Care Instructions : – Machine/Hand wash, < 40 degree warm wash, Wash inside out, With like colours, Do not bleach, Dry in shade,
ତତ୍ତ୍ବାବଧନ – ସାଧାରଣ ଥଣ୍ଡା ପାଣି ରେ ହାତ / ମେସିନ୍ ଦ୍ବାରା, ସମରଙ୍ଗ ସହିତ ବା ଅଲଗା ସଫା କରନ୍ତୁ, ବ୍ଲିଚିଙ୍ଗ୍ ବ୍ୟବହାର କରନ୍ତୁ ନାହିଁ | ଛାଇରେ ଓଲଟା ଶୁଖାନ୍ତୁ | ଚିତ୍ର ଉପରେ ସିଧା ଇସ୍ତ୍ରି ବା ଆଇରନ୍ କରନ୍ତୁ ନାହିଁ, କିମ୍ବା ଗୋଟେ କପଡା ପକାଇ ଇସ୍ତ୍ରି କରନ୍ତୁ |

 

Weight 0.500 kg
Colour

Size

, , , , ,

Material

Pattern

,

Style

4 reviews for ମୁଁ ଓଡ଼ିଆ ଟି ସାର୍ଟ୍ – Mun Odia T Shirt

    ମୁଁ ଓଡ଼ିଆ ଟି ସାର୍ଟ୍ - Mun Odia T Shirt photo review
    ପ୍ରକାଶ ପ୍ରଧାନ
    January 24, 2022
    ମୋ ପାଇଁ ଏକ ଗର୍ବର ବିଷୟ, ଧନ୍ୟବାଦ ଏହାକୁ ଉପଲବ୍ଧ କରାଇବା ପାଇଁ | ମୁଁ ଏହାକୁ ପିନ୍ଧି, ଆପଣମାନଙ୍କ ସହିତ ସେୟାର କରୁଛି | "ଟି ସାର୍ଟ୍" ଟି ବହୁତ ବଢିଆ, ଭଲ କପଡା, ଧନ୍ୟବାଦ !
    ଶେଷଦେବ ଦାଶ
    January 23, 2022
    ଅତି ସୁନ୍ଦର ଡିଜାଇନ୍ ।ପିନ୍ଧିଲେ ଓଡ଼ିଆଟେ ଗର୍ଵ କରିଲା ଭଳି । ମୁଁ ତ ଖୋଜୁଥିଲି ଠିକ୍ ଏମିତି
    ସୌମ୍ୟରଞ୍ଜନ
    January 23, 2022
    ବହୁତ ଭଲ ଉପଯୋଗ, ଅନେକ ଧନ୍ୟବାଦ ! ପ୍ରତ୍ୟକ ଓଡିଆଙ୍କର ଗର୍ବର ବିଷୟ
    Santosh Panigrahi
    January 23, 2022
    Very nice product, proud to have this tshirt Vande Utkal Janani
Add a review
Review now to get coupon!

Your email address will not be published. Required fields are marked *

eleven + eight =

Questions and answers of the customers

  1. A କ୍ଷମା କରିବେ, ବେପାରୀ ହିସାବରେ ଦେଶ ବାହରକୁ ପଠାଇବାକୁ ହେଲେ, ଆମଦାନୀ-ରପ୍ତାନି (ଏକ୍ସପୋର୍ଟ୍-ଇମ୍ପୋର୍ଟ୍) ପ୍ରମାଣପତ୍ର ବା ଲାଇସେନ୍ସ୍ ଦରକାର ହୁଏ, ତାହା ଆମ ପାଖରେ ଏବେ ନାହିଁ, କିନ୍ତୁ ଅନ୍ୟ କେହି ଆପଣଙ୍କ ପାଇଁ କିଣି, ଆପଣଙ୍କୁ ଉପହାର ବା ଗିଫ୍ଟ୍ ଆକାରେ ପଠାଇ ପାରିବେ | ଧନ୍ୟବାଦ