Atharva Veda Odia (Shaunaka Samhita)
ଅଥର୍ବବେଦ – ଓଡ଼ିଆ (ଶୌନକ ସଂହିତା)
Atharva Veda Odia – Atharva veda slokas in Odia script .
- ଏହା “ଅଥର୍ବବେଦ” ର ମୂଳ ଗ୍ରନ୍ଥ ଅଟେ | ଏଥିରେ ଅଥର୍ବବେଦର ସମସ୍ତ ସୂକ୍ତ ଓ ମନ୍ତ୍ର ଓଡ଼ିଆ ଲିପିରେ ରୂପାନ୍ତର କରାଯାଇଅଛି | ଏବେ ବେଦ ପଡିବା ପାଇଁ ସଂସ୍କୃତ ଲିପି ଜାଣିବା ଆବଶ୍ୟକ ପଡିବ ନାହିଁ |
- ୯୦୦ ପୃଷ୍ଠା, କଠିନ ବନ୍ଧେଇ, ସ୍ପେସିୟାଲ୍ କାଗଜ-୨୦୦ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିବ, ଓଜନ ୪ କିଲୋ |
- ଏହାକୁ ଆପଣ ନିଜ ପାଇଁ ନେଇ ପାରିବେ, କିମ୍ବା କୌଣସି ବିଦ୍ବାନ, ପଣ୍ଡିତ, ଜ୍ଞାନୀ, ବ୍ରାହ୍ମଣ ମାନଙ୍କୁ ଦାନ ବା ଉପହାର ଦେଇ ପାରିବେ, କିମ୍ବା କୌଣସି ମନ୍ଦିର, ମଠ, ଆଶ୍ରମ ମାନଙ୍କରେ ଦାନ ବା ଉପହାର ଦେଇ ପାରିବେ |
- ମୂଲ୍ୟ ପଠାଇବା ଖର୍ଚ୍ଚ ସହିତ |
ବିଦ୍ର: – ଏହା ଭାଷ୍ୟ ନୁହେଁ |
ବିବରଣୀ:-
- A4+ Size Hardbound
- Inner Paper : 80 GSM, Special Paper
- Pages : 900
- Cover : Hardbound with printing
- Size : 30 cm X 21 cm x 7 cm
- Inner Print: offset printing
- Finish : Saddle Stitch / Hard binding
- Only can be sent by Indian Post
Reviews
There are no reviews yet.