ମୁଁ ଓଡ଼ିଆ ଟି ସାର୍ଟ୍ – Mun Odia T Shirt
ମୁଁ ଓଡ଼ିଆ – ମୋ ଭାଷା, ମୋ ସ୍ବାଭିମାନ
ମୁଁ ଓଡ଼ିଆ ଟି ସାର୍ଟ୍ – Mun Odia T Shirt
ପ୍ରତ୍ୟକ ଓଡ଼ିଆ ଭାଷା ପ୍ରେମୀ ମାନଙ୍କର ଗର୍ବର ପ୍ରତୀକ, ପିନ୍ଧନ୍ତୁ ଓ ନିଜକୁ ଗର୍ବିତ ଅନୁଭବ କରନ୍ତୁ,
କିଣିବା ପୂର୍ବରୁ ଉତ୍ପାଦ ବିବରଣ (description) ପଢନ୍ତୁ ଓ ନିଜର ମାପ (size) ଜାଞ୍ଚ କରିନିଅନ୍ତୁ |
Product – 100% Cotton Round Neck T Shirts

ମୁଁ ଓଡ଼ିଆ ଟି ସାର୍ଟ୍ – Mun Odia T Shirt
Product details
ମୁଁ ଓଡ଼ିଆ ଟି ସାର୍ଟ୍ (ଅଙ୍ଗି)
Mun Odia T Shirt
ବିଶ୍ବରେ ସମସ୍ତେ ତାଙ୍କର ମାତୃଭାଷାକୁ ନେଇ ଗର୍ବ କରିଥାନ୍ତି, ସେହିଭଳି ଓଡ଼ିଆ ଭାଷୀମାନେ ମଧ୍ୟ ତାଙ୍କର ମାତୃଭାଷାକୁ ନେଇ ଗର୍ବ କରିଥାଆନ୍ତି |
ଏହି “ମୁଁ ଓଡ଼ିଆ ଟି ସାର୍ଟ୍” ପ୍ରତ୍ୟକ ଓଡ଼ିଆ ଭାଷା ପ୍ରେମୀ ମାନଙ୍କର ଗର୍ବର ପ୍ରତୀକ |
ନିଜ ମାତୃଭାଷାକୁ ଉପରେ ରଖନ୍ତୁ ଓ ଗର୍ବର ସହିତ କୁହନ୍ତୁ – “ମୁଁ ଓଡିଆ” |
ଏହି ଟି ସାର୍ଟ୍ ଟି ୧୦୦% ସୂତାରେ ନିର୍ମିତ, ଏହା ସମସ୍ତ ପାଗରେ ପିନ୍ଧାଯାଇ ପାରିବ |
ଏହା “ଇ-ଗିୟରଜ୍” ବ୍ରାଣ୍ଡ ଦ୍ବାରା ଏକ ଉତ୍ତମ ଉତ୍ପାଦନ ଅଟେ |
#munOdia
#ମୁଁଓଡ଼ିଆ
![]() |
![]() |
Specifications :-
ବିବରଣୀ :-
- Type :- Round neck T Shirt
ପ୍ରକାର – ଗୋଲେଇ ବେକ ଟି-ସାର୍ଟ୍ (ଅଙ୍ଗି) - Brand –

ବ୍ରାଣ୍ଡ – ଇ-ଗିୟରଜ୍ - Fabric :- 100% Cotton
କପଡ଼ା – ୧୦୦ % ସୂତା - Dyes :- fiber dyed
ରଙ୍ଗ ରଞ୍ଜିତ – ସୂତାରୁ - Colour :- Indigo Blue
ରଙ୍ଗ – ଘନନୀଳ - Fit :- Regular
ସଜ୍ଜା – ସାଧାରଣ - Sleeve :- Half Sleeve
ହାତ – ଛୋଟ ହାତ - Design :- Mun Odia
ଚିତ୍ରପଟ – ମୁଁ ଓଡିଆ – ମୋ ଭାଷା, ମୋ ସ୍ବାଭିମାନ - Environment friendly
ବାତାନୂକୁଳବର୍ତ୍ତି - All size available – S-XXL (Size Chart – see above)
ସମସ୍ତ ମାପ ଉପଲବ୍ଧ (ଛୋଟ ରୁ ବଡ଼), ଉପରେ ମାପ ନିଦର୍ଶନ ଚିତ୍ର ଦେଖନ୍ତୁ | - Back side – Plain
ପଛପଟ – ସାଧା - ଫେରସ୍ତ – କେବଳ ଉତ୍ପାଦନ ସଂବନ୍ଧିୟ ତୃଟି ହିଁ ଫେରସ୍ତ ହୋଇ ପାରିବ |
Care Instructions : – Machine/Hand wash, < 40 degree warm wash, Wash inside out, With like colours, Do not bleach, Dry in shade,
ତତ୍ତ୍ବାବଧନ – ସାଧାରଣ ଥଣ୍ଡା ପାଣି ରେ ହାତ / ମେସିନ୍ ଦ୍ବାରା, ସମରଙ୍ଗ ସହିତ ବା ଅଲଗା ସଫା କରନ୍ତୁ, ବ୍ଲିଚିଙ୍ଗ୍ ବ୍ୟବହାର କରନ୍ତୁ ନାହିଁ | ଛାଇରେ ଓଲଟା ଶୁଖାନ୍ତୁ | ଚିତ୍ର ଉପରେ ସିଧା ଇସ୍ତ୍ରି ବା ଆଇରନ୍ କରନ୍ତୁ ନାହିଁ, କିମ୍ବା ଗୋଟେ କପଡା ପକାଇ ଇସ୍ତ୍ରି କରନ୍ତୁ |
Shipping and Returns
Shipping cost is based on weight. Just add products to your cart and use the Shipping Calculator to see the shipping price.
We want you to be 100% satisfied with your purchase. Items can be returned or exchanged only if there is manufacturing defects, and same must be intimated within 7 days after delivery.
There are no question found.
















Rating & Review
There are no reviews yet.