Menu Navbar

ଦୟାକରି ସେୟାର କରନ୍ତୁ | / Please Share

Welcome to Other Mantras in Odia
ବିଭିନ୍ନ ମନ୍ତ୍ର - ଓଡିଆ ଭାଷାରେ, ଆପଣମାନଙ୍କର ସ୍ବାଗତ |

ଏଠାରେ ଓଡିଆ ଭାଷାରେ ବିଭିନ୍ନ ଦେବା ଦେବୀ ମାନଙ୍କର ପୁସ୍ତକ, ସୂକ୍ତ, ମନ୍ତ୍ର ବା ଶ୍ଳୋକ ଇତ୍ୟାଦି ସ୍ବରାବୃତ୍ତି ସହିତ ଉପଲବ୍ଧ କରାଯାଇଛି | ଏ ସମସ୍ତ ଡିଜିଟାଲ୍ ଫରମାଟ୍ ରେ ଉପଲବ୍ଧ | ଆପଣମାନେ ଏହାକୁ ମୁକ୍ତରେ ଡାଉନଲୋଡ୍ କରିପାରିବେ, ସେୟାର କରିପାରିବେ, ତଥା ମନ୍ତ୍ର ସମୁହଙ୍କୁ ଶୁଣି ପାରିବେ, ଓ ଅଭ୍ୟାସ କରିପାରିବେ |

ସର୍ବୋପରି "ଜ୍ଞାନର ପ୍ରସାର ନିତାନ୍ତ ଆବଶ୍ୟକ"

ଏହି ପୃଷ୍ଠା ପ୍ରତି ସପ୍ତାହରେ ପରିବର୍ତ୍ତିତ ହୋଇଥାଏ | ସର୍ବଦା ନୂଆ ଦସ୍ତାବେଜ ଓ ସ୍ବରାବୃତ୍ତି ପାଇଁ ସଂଯୋଗରେ ରୁହନ୍ତୁ |

ଦୟାକରି ସେୟାର କରନ୍ତୁ | / Please Share

ସୂତ୍ର - Sources

ଏଠାରେ ଉପଲବ୍ଧ ପୁସ୍ତକ, ସୂକ୍ତ, ମନ୍ତ୍ର ବା ଶ୍ଳୋକ ସମୁହ ବିଭିନ୍ନ ପ୍ରକାର ପ୍ରାମାଣିକ ସୂତ୍ରରୁ ନିଆଯାଇଛି, ମୁଖ୍ୟତଃ ଇଣ୍ଟରନେଟ୍ ସୂତ୍ରରୁ ଗୃହୀତ | ଏହାର ସମସ୍ତ ମୌଳିକ ବା ଆଦ୍ୟ କର୍ତ୍ତାମାନଙ୍କୁ ଅନେକ ଅନେକ ଧନ୍ୟବାଦ |

ନିର୍ଦ୍ଦେଶାବଳୀ - Instructions

ଦୟାକରି, ପୁସ୍ତକ, ସୂକ୍ତ, ମନ୍ତ୍ର ବା ଶ୍ଳୋକ ମାନଙ୍କୁ ବ୍ୟବହାର କରିବା ପୂର୍ବରୁ ପଢନ୍ତୁ |
Please read before using documents / books

ରୂପାନ୍ତରିତ ଦସ୍ତାବେଜ - Transliterated Documents

ପୁସ୍ତକ, ସୂକ୍ତ, ମନ୍ତ୍ର ବା ଶ୍ଳୋକ ମାନଙ୍କୁ ପଢିବା ପାଇଁ, ବା, ଶୁଣିବା ପାଇଁ, ବା ଡାଉନଲୋଡ୍ କରିବା ପାଇଁ ତଳେ ବିଭାଗ ଚୟନ କରନ୍ତୁ |
Select sections to read, listen and download

ଶ୍ରୀ ଗଣେଶ

ଶ୍ରୀ ଗଣପତି ବେଦ ମନ୍ତ୍ର

ଗଣାନାଂ ତ୍ବା ଗଣପତିଂ ହବାମହେ କବିଂ କବୀନାମୁପମଶ୍ରବସ୍ତମମ୍ |
ଜ୍ୟେଷ୍ଠରାଜଂ ବ୍ରହ୍ମଣାଂ ବ୍ରହ୍ମଣସ୍ପତ ଆ ନଃ ଶୃଣ୍ବନ୍ନୂତିଭିଃ ସୀଦ ସାଦନମ୍ ||

(ୠଗ୍ ବେଦ - ୨.୨୩.୧, ୠଷିଃ - ଗୃତ୍ସମଦଃ)

ଶ୍ରୀ ଗଣପତି ବେଦମନ୍ତ୍ର - ଘନପାଠ (ନିଶ୍ଚୟ ଶୁଣିବେ)



1. ଶ୍ରୀ ଗଣେଶ କବଚମ - ( ସାଇଜ୍ - 1MB, ପୃଷ୍ଠା - 3 )


2. ଶ୍ରୀ ଗଣେଶ ପୂଜା - ( ସାଇଜ୍ - 2MB, ପୃଷ୍ଠା - 65 )

  • "ଶ୍ରୀ ଗଣେଶ ପୂଜା - ଷୋଡ଼ଶ ଉପଚାର"ର ପ୍ରକାଶିତ ପୁସ୍ତକ (ପ୍ରିଣ୍ଟିଙ୍ଗ୍ ପୁସ୍ତକ) ଉପଲବ୍ଧ ଅଛି, ଯଦି ଆପଣମାନେ ଏହାର ପ୍ରିଣ୍ଟିଙ୍ଗ୍ ପୁସ୍ତକ ଚାହୁଁଛନ୍ତି, ଏହି (prakash@scholarshoppe.com) ଇମେଲ୍ ରେ ଯୋଗାଯୋଗ କରନ୍ତୁ, ଏହା ପୈଠ ସେବା (ପେଡ୍ ସର୍ଭିସ୍) ଅଟେ | ଅଥବା ଏହି ଅନଲାଇନ୍ ଲିଙ୍କ୍ ରୁ କିଣନ୍ତୁ BUY IT NOW |


3. ଗଣପତି ଅଥର୍ବଶୀର୍ଷମ୍ - ( ସାଇଜ୍ - 2MB, ପୃଷ୍ଠା - 6 )


4. ଗଣେଶ ଅଷ୍ଟକମ୍ - ( ସାଇଜ୍ - 1MB, ପୃଷ୍ଠା - 2 )


5. ଗଣେଶ ୧୦୮ ନାମାବଳୀ - ( ସାଇଜ୍ - 1MB, ପୃଷ୍ଠା - 5 )


Will update it soon...!

ଶ୍ରୀମଦ୍ଦ ଭଗବତ ଗୀତା (ଅର୍ଥ ସହିତ)

Audio coutesy Chinmaya Mission


1. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୧ - ( ସାଇଜ୍ - 2MB, ପୃଷ୍ଠା - 14 )

( ଅର୍ଜୁନବିଷାଦଯୋଗ )


2. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୨ - ( ସାଇଜ୍ - 2MB, ପୃଷ୍ଠା - 22 )

( ସାଙ୍ଖ୍ୟଯୋଗ )


3. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୩ - ( ସାଇଜ୍ - 2MB, ପୃଷ୍ଠା - 15 )

( କର୍ମଯୋଗ )


4. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୪ - ( ସାଇଜ୍ - 2MB, ପୃଷ୍ଠା - 15 )

( ଜ୍ଞାନକର୍ମସଂନ୍ୟାସଯୋଗ )


5. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୫ - ( ସାଇଜ୍ - 2MB, ପୃଷ୍ଠା - 12 )

( ସଂନ୍ୟାସଯୋଗ )


6. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୬ - ( ସାଇଜ୍ - 2MB, ପୃଷ୍ଠା - 16 )

( ଆତ୍ମସଂୟମଯୋଗ )


7. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୭ - ( ସାଇଜ୍ - 2MB, ପୃଷ୍ଠା - 11 )

( ଜ୍ଞାନବିଜ୍ଞାନଯୋଗ )


8. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୮ - ( ସାଇଜ୍ - 2MB, ପୃଷ୍ଠା - 11 )

( ଅକ୍ଷରବ୍ରହ୍ମଯୋଗ )


9. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୯ - ( ସାଇଜ୍ - 2MB, ପୃଷ୍ଠା - 13 )

( ରାଜବିଦ୍ୟାରାଜଗୁହ୍ୟଯୋଗ )


10. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୧୦ - ( ସାଇଜ୍ - 2MB, ପୃଷ୍ଠା - 14 )

( ବିଭୂତିଯୋଗ )


11. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୧୧ - ( ସାଇଜ୍ - 2MB, ପୃଷ୍ଠା - 19 )

( ବିଶ୍ବରୂପଦର୍ଶନଯୋଗ )


12. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୧୨ - ( ସାଇଜ୍ - 2MB, ପୃଷ୍ଠା - 9 )

( ଭକ୍ତିଯୋଗ )


13. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୧୩ - ( ସାଇଜ୍ - 2MB, ପୃଷ୍ଠା - 13 )

( କ୍ଷେତ୍ରକ୍ଷେତ୍ରଜ୍ଞବିଭାଗଯୋଗ )


14. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୧୪ - ( ସାଇଜ୍ - 2MB, ପୃଷ୍ଠା - 11 )

( ଗୁଣତ୍ରୟବିଭାଗଯୋଗ )


15. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୧୫ - ( ସାଇଜ୍ - 2MB, ପୃଷ୍ଠା - 10 )

( ପୁରୁଷୋତ୍ତମଯୋଗ )


16. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୧୬ - ( ସାଇଜ୍ - 2MB, ପୃଷ୍ଠା - 10 )

( ଦୈବାସୁରସମ୍ପଦ୍ବିଭାଗଯୋଗ )


17. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୧୭ - ( ସାଇଜ୍ - 2MB, ପୃଷ୍ଠା - 11 )

( ଶ୍ରଦ୍ଧାତ୍ରୟବିଭାଗଯୋଗ )


18. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୧୮ - ( ସାଇଜ୍ - 2MB, ପୃଷ୍ଠା - 23 )

( ମୋକ୍ଷସଂନ୍ୟାସଯୋଗ )


19. ଶ୍ରୀମଦ୍ଦ ଭଗବତ ଗୀତା - ସଂପୂର୍ଣ୍ଣ - ( ସାଇଜ୍ - 12MB, ପୃଷ୍ଠା - 215 )

( ସମସ୍ତ ଅଧ୍ୟାୟ ଗୋଟିଏ ପୁସ୍ତକରେ )




  • "ଶ୍ରୀମଦ୍ଦ ଭଗବତ ଗୀତା"ର ପ୍ରକାଶିତ ପୁସ୍ତକ (ପ୍ରିଣ୍ଟିଙ୍ଗ୍ ପୁସ୍ତକ) ଉପଲବ୍ଧ ଅଛି, ଯଦି ଆପଣମାନେ ଏହାର ପ୍ରିଣ୍ଟିଙ୍ଗ୍ ପୁସ୍ତକ ଚାହୁଁଛନ୍ତି, ଏହି (prakash@scholarshoppe.com) ଇମେଲ୍ ରେ ଯୋଗାଯୋଗ କରନ୍ତୁ, ଏହା ପୈଠ ସେବା (ପେଡ୍ ସର୍ଭିସ୍) ଅଟେ | ଅଥବା ଏହି ଅନଲାଇନ୍ ଲିଙ୍କ୍ ରୁ କିଣନ୍ତୁ BUY IT NOW |

ବୈଷ୍ଣବ (ବିଷ୍ଣୁ)

1. ପୁରୁଷସୂକ୍ତ ଓ ନାରାୟଣସୂକ୍ତ - ( ସାଇଜ୍ - 1MB, ପୃଷ୍ଠା - 5 )

(ଯଜୁର୍ବେଦୀୟ)



2. ବିଷ୍ଣୁ ସହସ୍ରନାମ - ( ସାଇଜ୍ - 1MB, ପୃଷ୍ଠା - 3 )


3. ଶ୍ରୀ ଜଗନ୍ନାଥ ସ୍ତୁତି (ଓଡିଆ) - ( ସାଇଜ୍ - 1MB, ପୃଷ୍ଠା - 2 )

( ରଚନା - ଜଗନ୍ନାଥ ଦାସ )



4. ଶ୍ରୀ ଜଗନ୍ନାଥ ଅଷ୍ଟକମ୍ - ( ସାଇଜ୍ - 1MB, ପୃଷ୍ଠା - 2 )

( ଆଦି ଶଂକରାଚାର୍ଯ୍ୟ )



5. ଶ୍ରୀ ଜଗନ୍ନାଥ ସହସ୍ରନାମ ସ୍ତୋତ୍ର - ( ସାଇଜ୍ - 1MB, ପୃଷ୍ଠା - 12 )

( ଛନ୍ଦାନୁସାରେ )



( ସଂଗୀତ )


6. ଶ୍ରୀବିଷ୍ଣୁସହସ୍ରନାମାବଳି ( ଗରୁଡ଼ ପୁରାଣ ) - ( ସାଇଜ୍ - 1MB, ପୃଷ୍ଠା - 51 )

( ଗରୁଡ଼ ପୁରାଣ ଅନୁସାରେ )



7. ଶ୍ରୀବିଷ୍ଣୁସହସ୍ରନାମାବଳି ( ପଦ୍ମ ପୁରାଣ ) - ( ସାଇଜ୍ - 1MB, ପୃଷ୍ଠା - 14 )

( ପଦ୍ମ ପୁରାଣ ଅନୁସାରେ )



8. ଶ୍ରୀବିଷ୍ଣୁସହସ୍ରନାମାବଳି ( ବ୍ୟାସଦେବ ) - ( ସାଇଜ୍ - 1MB, ପୃଷ୍ଠା - 44 )

( ଶ୍ରୀବିଷ୍ଣୁସହସ୍ରନାମ ସ୍ତୋତ୍ର ଅନୁସାରେ )



Will update many very soon...!

ଶୈବ (ଶିବ)
ଶାକ୍ତ (ଦେବୀ)
ସୂର୍ଯ୍ୟ
ହନୁମାନ
ଅନାନ୍ନ୍ୟ

ମତାମତ - Feedback

ଦୟାକରି ଖୋଲା ମନରେ ଆପଣଙ୍କର ମତାମତ / ସନ୍ଦେଶ ଦିଅନ୍ତୁ | ଆପଣମାନଙ୍କ ମତାମତ / ସନ୍ଦେଶ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ |
(Feedback / ମତାମତ )




ଦୟାକରି ସେୟାର କରନ୍ତୁ | / Please Share