• +91 99400 11246
  • prakash@scholarshoppe.com

ପ୍ରାଚୀନ ଭାରତୀୟ ବୈଦିକ ସାହିତ୍ୟ

Vedic Literature of Ancient India


ଆପଣମାନଙ୍କର ସ୍ବାଗତ |
ପ୍ରଥମଥର ପାଇଁ ଭାରତୀୟ ସାଂସ୍କୃତିକ ଗ୍ରନ୍ଥ, ପୁସ୍ତକ, କିମ୍ବା ଦସ୍ତାବେଜ ମାନଙ୍କୁ ଆମ ମାତୃଭାଷାରେ ରୂପାନ୍ତର କରାଯାଇ ଆପଣମାନଙ୍କ ପାଇଁ ଡିଜିଟାଲ୍ ରୂପରେ ଉପଲବ୍ଧ କରାଯାଉଅଛି | ଏହା ଆରମ୍ଭ ମାତ୍ର |






ପଢିବା ପାଇଁ ତଳେ ବିଭାଗ ଚୟନ କରନ୍ତୁ |

  • VEDA

    ବେଦ ମନ୍ତ୍ର ବା ଶ୍ଳୋକ ଓଡ଼ିଆ ଲିପିରେ, ତଥା ମନ୍ତ୍ର ମାନଙ୍କର ସ୍ବରାବୃତ୍ତି ଏଠାରେ ଉପଲବ୍ଧ | ଆପଣମାନେ ଏହାକୁ ପଢି ପାରିବେ, ଶୁଣି ପାରିବେ, ଓ ମୁକ୍ତରେ ଡ଼ାଉନଲୋଡ୍ କରିପାରିବେ |

  • UPANISHAD

    ୧୦୮ଟି ଉପନିଷଦ ମାନଙ୍କର ମନ୍ତ୍ର ବା ଶ୍ଳୋକ ଓଡ଼ିଆ ଲିପିରେ, ତଥା ମନ୍ତ୍ର ମାନଙ୍କର ସ୍ବରାବୃତ୍ତି ଏଠାରେ ଉପଲବ୍ଧ | ଆପଣମାନେ ଏହାକୁ ପଢି ପାରିବେ, ଶୁଣି ପାରିବେ, ଓ ମୁକ୍ତରେ ଡ଼ାଉନଲୋଡ୍ କରିପାରିବେ |

  • OTHERS

    ଅନ୍ୟ ଦେବା ଦେବୀ ମାନଙ୍କର ମନ୍ତ୍ର ଓ ଧାର୍ମିକ ଦସ୍ତାବେଜ ଓଡ଼ିଆ ଲିପିରେ, ତଥା ମନ୍ତ୍ର ମାନଙ୍କର ସ୍ବରାବୃତ୍ତି ଏଠାରେ ଉପଲବ୍ଧ | ଆପଣମାନେ ଏହାକୁ ପଢି ପାରିବେ, ଶୁଣି ପାରିବେ, ଓ ମୁକ୍ତରେ ଡ଼ାଉନଲୋଡ୍ କରିପାରିବେ |


ଦୟାକରି ସେୟାର କରନ୍ତୁ | / Please Share