Documentation ଦସ୍ତାବିଜୀକରଣ
ପ୍ରାଚୀନ ଭାରତୀୟ ବୈଦିକ ସାହିତ୍ୟ
Vedic Literature of ancient India
ଏହି ଧର୍ମ ଗ୍ରନ୍ଥ "ୠକ୍ ବେଦ" ଓଡ଼ିଆ ରେଟି ବ୍ୟକ୍ତିଗତ ପଠନ ଉଦ୍ଦେଶ୍ୟ ରେ ତିଆରି କରାଯାଇଛି ଓ ଏହା ସମସ୍ତଙ୍କୁ ଡିଜିଟାଲ ରୂପରେ, ବିନା ମୂଲ୍ୟରେ ଉପଲବ୍ଧ ହେବ | ଏହାର କୌଣସି ବ୍ୟାପାରୀକରଣ ନ କରିବାକୁ ଅନୁରୋଧ | ଯଦି କେହି ଏହାର ପ୍ରକାଶନ କରିବାକୁ ଚାହୁଁଛନ୍ତି, ସଂପାଦକଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ | ବେଦ ପଢିବା ପୂର୍ବରୁ, ବେଦ ବିଷୟରେ ଜାଣିବା ନିହାତି ଆବଶ୍ୟକ, ତେଣୁ ସଂପାଦକଙ୍କ ଆଉ ଏକ ପୁସ୍ତକ " ବେଦ ସଂହିତା, ବ୍ରାହ୍ମଣ, ଆରଣ୍ୟକ ଓ ଉପନିଷଦ - ଏକ ସଂକ୍ଷିପ୍ତ ପରିଚୟ " (ଏଥିରେ ୪ଟି ବେଦର ସଂଜ୍ଞା ଓ ସାଙ୍ଗଠନିକ ଜ୍ଞାନ ରହିଅଛି ) ପଠନ କରିପାରିବେ | Read Full Story ( ପ୍ରଚ୍ଛଦ କାହାଣୀ)
ଏହି ରୂପାନ୍ତରିତ ରେ ବେଦର ‘ସ୍ବର’ (ଉଦାତ୍ତ, ଅନୁଦାତ୍ତ, ସ୍ବରିତ ଇତ୍ୟାଦି) ମାନଙ୍କର ଶଂକେତ ବା ଚିହ୍ନ ଦିଆଯାଇନାହିଁ | ଏହାର କାରଣ ଓଡ଼ିଆ ଲିପିରେ ସେ ପ୍ରକାର ର ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ | ତଥାପି ଏହା ଉପରେ ଗବେଷଣା ଜାରି ରହିଛି, ହୋଇପାରେ ଏହାର ପରବର୍ତ୍ତି ସଂସ୍କରଣରେ ଏହା ଉପଲବ୍ଧ ହେବ | ଆଗକୁ ଏହିଠାରେ (ତଳେ) ସମସ୍ତ ଶ୍ଳୋକ ବା ମନ୍ତ୍ର ମାନଙ୍କର ‘ସ୍ବରାବୃତି’ ଉପଲବ୍ଧ ଅଛି, ପାଠକମାନେ ଏହାକୁ ଶୁଣି ପାରିବେ ବା ଅଭ୍ୟାସ କରିପାରିବେ |
ଏହି ଓଡ଼ିଆ ରୂପାନ୍ତରିତ କୁ ଆମ ଜ୍ଞାନ ଅବଧି ରେ, ଧ୍ୟାନ ପୂର୍ବକ, ସମସ୍ତ ସାବଧାନ ଓ ଯତ୍ନର ସହିତ ରୂପାନ୍ତରିତ କରାଯାଇଛି | ଏଥିରେ ଭୁଲ ବା ତୃଟି ରହିଥାଇ ପାରେ, ଯଦି କିଛି ଭୁଲ ତୃଟି ରହିଯାଇଥାଏ, ତାହା ସଂପାଦକଙ୍କ ଦୃଷ୍ଟି ଗୋଚରକୁ ଆଣିବାକୁ ବିଶେଷ ଅନୁରୋଧ |
"ୠକ୍ ବେଦ" ବିଶ୍ବର ସବୁଠୁ ପୁରୁଣା ଧର୍ମ ଗ୍ରନ୍ଥ ଅଟେ, ଯାହାକି ୫୦୦୦ ବର୍ଷରୁ ଉର୍ଦ୍ଧ | ସେଥିରେ ୧୦ଟି ମଣ୍ଡଳ (ପୁସ୍ତକ) ରହିଅଛି | ସେଥିରେ ୧,୦୨୮ ଟି "ସୂକ୍ତ", ସମୁଦାୟ ୧୦,୫୫୨ଟି "ଶ୍ଳୋକ ବା ମନ୍ତ୍ର" ଅଛି |
ତଥା "ୠକ୍ ବେଦ"ରେ ସମୁଦାୟ ୨୧୦୩୫ "ପଦ", ୩୯୮୩୯ "ପାଦ", ୧୬୩୫୫୭ "ଶବ୍ଦ" ଓ ୩୮୪୧୬୭ "ଅକ୍ଷର" ରହିଅଛି |
Instructions - ନିର୍ଦ୍ଦେଶାବଳୀ
ଦୟାକରି, ପୁସ୍ତକ ଗୁଡିକୁ ବ୍ୟବହାର କରିବା ପୂର୍ବରୁ ପଢନ୍ତୁ |
Please read before using documents / books
- ଏଠାରେ, "ୠକ୍ ବେଦ"ର ଓଡ଼ିଆ ଲିପିରେ ରୂପାନ୍ତରିତ ପୁସ୍ତକ ଗୁଡିକ ଆପଣମାନଙ୍କ ପାଇଁ ଡିଜିଟାଲ୍ ରୂପରେ ,ବିନା ମୂଲ୍ୟରେ ଉପଲବ୍ଧ ଅଛି | ଏହାକୁ ଆପଣମାନେ ବ୍ୟକ୍ତିଗତ ପଠନ ପାଇଁ ଡାଉନଲୋଡ୍ କରିପାରିବେ |
- 'ୠକ୍ ବେଦ'ରେ ୧୦ଟି ମଣ୍ଡଳ (ପୁସ୍ତକ) ଅଛି | ଆପଣମାନେ ଗୋଟିଏ, ଗୋଟିଏ କରି ମଣ୍ଡଳ (ପୁସ୍ତକ) ଗୁଡିକୁ ଡାଉନଲୋଡ୍ କରିପାରିବେ | ନଚେତ 'ୠକ୍ ବେଦ ସଂପୂର୍ଣ୍ଣ' କୁ ଡାଉନଲୋଡ୍ କରିପାରିବେ, ସେଥିରେ ସମସ୍ତ ୧୦ଟି ମଣ୍ଡଳ (ପୁସ୍ତକ) ଅଛି |
- ଏ ସମସ୍ତ ପୁସ୍ତକ ଗୁଡିକ ପିଡିଏଫ୍ ଫର୍ମାଟ୍ ରେ ଉପଲବ୍ଧ ଅଛି (pdf - portable document format) |
- ପ୍ରତ୍ୟେକ ପୁସ୍ତକ ପାଖରେ, ତାହାର ସାଇଜ୍, ପୃଷ୍ଠା, ଶ୍ଳୋକ, ଓ ସୂକ୍ତ ସଂଖ୍ୟା ର ସୂଚନା ଦିଆଯାଇଛି | ଯାହାକୁ ଆପଣମାନେ ଦେଖି, ସେହି ଅନୁସାରେ ଡାଉନଲୋଡ୍ କରିପାରିବେ |
- ମୋବାଇଲ୍ ରେ ବଡ ସାଇଜର ପୁସ୍ତକ ଗୁଡିକୁ ଡାଉନଲୋଡ୍ ନକରିବାକୁ ଉପଦେଷ |
- ଏହା ସହିତ ସମସ୍ତ ଶ୍ଳୋକ ବା ମନ୍ତ୍ର ମାନଙ୍କର ସ୍ବରାବୃତ୍ତି (audio) ଉପଲବ୍ଧ ଅଛି, ଏହାକୁ ଆପଣମାନେ ଶୁଣି ପାରିବେ ବା ଅଭ୍ୟାସ କରିପାରିବେ |
- ଆପଣମାନଙ୍କ ସୁବିଧା ପାଇଁ, ପ୍ରତ୍ୟେକ ସ୍ବରାବୃତ୍ତିରେ ଶ୍ଳୋକ ମାନଙ୍କର ସଂଖ୍ୟାର ଆରମ୍ଭ, ଶେଷ ଓ ଅନ୍ୟ ସଂବନ୍ଧିତ ସୂଚନା ଦିଆଯାଇଛି |
- ଶ୍ଳୋକ ସଂଖ୍ୟାର ସୂଚକ - ( ଉଦାହରଣ ସ୍ବରୂପ - ଶ୍ଳୋକ ବା ମନ୍ତ୍ର -୧.୨୫.୪୫ କହିଲେ, ଏହାର ଅର୍ଥ ହୁଏ - ମଣ୍ଡଳ - ୧, ସୂକ୍ତ - ୨୫, ଓ ମନ୍ତ୍ର ବା ଶ୍ଳୋକ ସଂଖ୍ୟା - ୪୫ | ବା, ପ୍ରଥମ ମଣ୍ଡଳର ୨୫ତମ ସୂକ୍ତର ୪୫ତମ ମନ୍ତ୍ର ବା ଶ୍ଳୋକ )
- "ୠକ୍ ବେଦ" ର ପ୍ରକାଶିତ ପୁସ୍ତକ (ପ୍ରିଣ୍ଟିଙ୍ଗ୍ ପୁସ୍ତକ) ଉପଲବ୍ଧ ଅଛି, ଯଦି ଆପଣମାନେ ଏହାର ପ୍ରିଣ୍ଟିଙ୍ଗ୍ ପୁସ୍ତକ ଚାହୁଁଛନ୍ତି, ଏହି (prakash@scholarshoppe.com) ଇମେଲ୍ ରେ ଯୋଗାଯୋଗ କରନ୍ତୁ, ଏହା ପୈଠ ସେବା (ପେଡ୍ ସର୍ଭିସ୍) ଅଟେ | ଅଥବା ଏହି ଅନଲାଇନ୍ ଲିଙ୍କ୍ ରୁ କିଣନ୍ତୁ BUY IT NOW |
Transliterated Documents - ରୂପାନ୍ତରିତ ପୁସ୍ତକ
ରୂପାନ୍ତରିତ 'ୠକ୍ ବେଦ' ମଣ୍ଡଳ (ଶେଷ ପରିବର୍ତ୍ତନ - ୦୩.୦୪.୨୦୨୧)
Transliterated 'Rig Veda' Mandalam (Last updated - 03.04.2021)
" ବେଦ ସଂହିତା, ବ୍ରାହ୍ମଣ, ଆରଣ୍ୟକ ଓ ଉପନିଷଦ - ଏକ ସଂକ୍ଷିପ୍ତ ପରିଚୟ " - ( ସାଇଜ୍ - 7MB, ପୃଷ୍ଠା - ୧୯୭ )
(ଏଥିରେ ୪ଟି ବେଦର ସଂଜ୍ଞା ଓ ସାଙ୍ଗଠନିକ ଜ୍ଞାନ ରହିଅଛି )
ୠକ୍ ବେଦ ସଂପୂର୍ଣ୍ଣ - ( ସାଇଜ୍ - 26MB, ପୃଷ୍ଠା - ୯୨୮, ଶ୍ଳୋକ - ୧୦୫୫୨, ସୂକ୍ତ - ୧,୦୨୮ )
ୠକ୍ ବେଦ ମଣ୍ଡଳ - ୧ - ( ସାଇଜ୍ - 6MB, ପୃଷ୍ଠା - ୧୯୬, ଶ୍ଳୋକ - ୨୦୦୬, ସୂକ୍ତ - ୧୯୧ )
ୠକ୍ ବେଦ ମଣ୍ଡଳ - ୨ - ( ସାଇଜ୍ - 3MB, ପୃଷ୍ଠା - ୬୪, ଶ୍ଳୋକ - ୪୨୯, ସୂକ୍ତ - ୪୩ )
ୠକ୍ ବେଦ ମଣ୍ଡଳ - ୩ - ( ସାଇଜ୍ - 4MB, ପୃଷ୍ଠା - ୮୦, ଶ୍ଳୋକ - ୬୧୭, ସୂକ୍ତ - ୬୨ )
ୠକ୍ ବେଦ ମଣ୍ଡଳ - ୪ - ( ସାଇଜ୍ - 4MB, ପୃଷ୍ଠା - ୭୭, ଶ୍ଳୋକ - ୫୮୯, ସୂକ୍ତ - ୫୮ )
ୠକ୍ ବେଦ ମଣ୍ଡଳ - ୫ - ( ସାଇଜ୍ - 4MB, ପୃଷ୍ଠା - ୮୭, ଶ୍ଳୋକ - ୭୨୭, ସୂକ୍ତ - ୮୭ )
ୠକ୍ ବେଦ ମଣ୍ଡଳ - ୬ - ( ସାଇଜ୍ - 4MB, ପୃଷ୍ଠା - ୯୨, ଶ୍ଳୋକ - ୭୬୫, ସୂକ୍ତ - ୭୫ )
ୠକ୍ ବେଦ ମଣ୍ଡଳ - ୭ - ( ସାଇଜ୍ - 4MB, ପୃଷ୍ଠା - ୧୦୭, ଶ୍ଳୋକ - ୮୪୧, ସୂକ୍ତ - ୧୦୪ )
ୠକ୍ ବେଦ ମଣ୍ଡଳ - ୮ - ( ସାଇଜ୍ - 5MB, ପୃଷ୍ଠା - ୧୩୯, ଶ୍ଳୋକ - ୧୭୧୬, ସୂକ୍ତ - ୧୦୩ )
ୠକ୍ ବେଦ ମଣ୍ଡଳ - ୯ - ( ସାଇଜ୍ - 4MB, ପୃଷ୍ଠା - ୧୦୫, ଶ୍ଳୋକ - ୧୧୦୮, ସୂକ୍ତ - ୧୧୪ )
ୠକ୍ ବେଦ ମଣ୍ଡଳ - ୧୦ - ( ସାଇଜ୍ - 6MB, ପୃଷ୍ଠା - ୧୭୯, ଶ୍ଳୋକ - ୧୭୫୪, ସୂକ୍ତ - ୧୯୧ )
- "ୠକ୍ ବେଦ" ର ପ୍ରକାଶିତ ପୁସ୍ତକ (ପ୍ରିଣ୍ଟିଙ୍ଗ୍ ପୁସ୍ତକ) ଉପଲବ୍ଧ ଅଛି, ଯଦି ଆପଣମାନେ ଏହାର ପ୍ରିଣ୍ଟିଙ୍ଗ୍ ପୁସ୍ତକ ଚାହୁଁଛନ୍ତି, ଏହି (prakash@scholarshoppe.com) ଇମେଲ୍ ରେ ଯୋଗାଯୋଗ କରନ୍ତୁ, ଏହା ପୈଠ ସେବା (ପେଡ୍ ସର୍ଭିସ୍) ଅଟେ | ଅଥବା ଏହି ଅନଲାଇନ୍ ଲିଙ୍କ୍ ରୁ କିଣନ୍ତୁ BUY IT NOW |
Audio - ସ୍ବରଯୁକ୍ତ ଆବୃତି
ସଂପୂର୍ଣ୍ଣ 'ୠକ୍ ବେଦ'ର ସ୍ବରାବୃତ୍ତି ର ସମୟ ୨୩୭୬ ମିନିଟ, ବା ପ୍ରାୟ ୪୦ ଘଣ୍ଟା | ଏଥିରୁ ବୁଝିହୁଏ ଯେ, ଯଦି କୌଣସି ବିରାମ ନ ନେଇ, ନିରନ୍ତର "ୠକ୍ ବେଦ" ପାଠ କରାଯାଏ, ତେବେ ଏହା ସଂପୂର୍ଣ୍ଣ ଦୁଇ ଦିନ ଓ ଦୁଇ ରାତି ଲାଗିବ |
Introduction of Rig Veda by Prof Prvn Ravindran - IISH (Must listen)
ୠକ୍ ବେଦ ପରିଚୟ (ନିଶ୍ଚିତ ଶୁଣିବେ)
ୠକ୍ ବେଦ ସ୍ବରାବୃତ୍ତି - ୧
ଶ୍ଳୋକ ୧.୧.୦୦ ରୁ ୧.୨୩.୧୫ ପର୍ଯ୍ୟନ୍ତ ( ଆରମ୍ଭରୁ ୧.୪୫ ମିନିଟ ପର୍ଯ୍ୟନ୍ତ ପରିଶିଷ୍ଟ ମନ୍ତ୍ର, ୧.୪୫ ମିନିଟ୍ ରୁ ପ୍ରଥମ ମଣ୍ଡଳ ଆରମ୍ଭ )
ୠକ୍ ବେଦ ସ୍ବରାବୃତ୍ତି - ୨
ଶ୍ଳୋକ ୧.୨୩.୧୬ ରୁ ୧.୩୮.୧୫ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୩
ଶ୍ଳୋକ ୧.୩୯.୦୦ ରୁ ୧.୬୦.୦୫ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୪
ଶ୍ଳୋକ ୧.୬୧.୦୦ ରୁ ୧.୮୩.୦୬ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୫
ଶ୍ଳୋକ ୧.୮୪.୦୦ ରୁ ୧.୧୦୦.୧୯ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୬
ଶ୍ଳୋକ ୧.୧୦୧.୦୦ ରୁ ୧.୧୧୬.୦୫ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୭
ଶ୍ଳୋକ ୧.୧୧୬.୦୬ ରୁ ୧.୧୨୮.୦୮ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୮
ଶ୍ଳୋକ ୧.୧୨୯.୦୬ ରୁ ୧.୧୪୫.୦୨ ପର୍ଯ୍ୟନ୍ତ, କିନ୍ତୁ ଶ୍ଳୋକ ୧.୧୪୫.୦୪ ରୁ ୧.୧୪୫.୦୫ ପର୍ଯ୍ୟନ୍ତ ନାହିଁ |
ୠକ୍ ବେଦ ସ୍ବରାବୃତ୍ତି - ୯
ଶ୍ଳୋକ ୧.୧୪୬.୦୦ ରୁ ୧.୧୬୪.୪୬ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୧୦
ଶ୍ଳୋକ ୧.୧୬୪.୪୭ ରୁ ୧.୧୮୬.୦୫ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୧୧
ଶ୍ଳୋକ ୧.୧୮୬.୦୬ ରୁ ୨.୧୩.୧୩ ପର୍ଯ୍ୟନ୍ତ
( ୧୧.୫୫ ମିନିଟ୍ ରେ ପ୍ରଥମ ମଣ୍ଡଳ ଶେଷ, ୧୧.୫୫ ମିନିଟ ରୁ ୧୩.୩୭ ମିନିଟ ପର୍ଯ୍ୟନ୍ତ ପରିଶିଷ୍ଟ ମନ୍ତ୍ର, ୧୩.୩୭ ମିନିଟ୍ ରୁ ଦ୍ବିତୀୟ ମଣ୍ଡଳ ଆରମ୍ଭ )
ୠକ୍ ବେଦ ସ୍ବରାବୃତ୍ତି - ୧୨
ଶ୍ଳୋକ ୨.୧୪.୦୦ ରୁ ୨.୩୨.୦୮ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୧୩
ଶ୍ଳୋକ ୨.୩୩.୦୦ ରୁ ୩.୦୪.୧୧ ପର୍ଯ୍ୟନ୍ତ
( ୨୬.୧୨ ମିନିଟ୍ ରୁ ଦ୍ବିତୀୟ ମଣ୍ଡଳ ଶେଷ, ୨୬.୧୨ ମିନିଟ ରୁ ୨୭.୨୫ ମିନିଟ ପର୍ଯ୍ୟନ୍ତ ପରିଶିଷ୍ଟ ମନ୍ତ୍ର, ୨୭.୨୫ ରୁ ତୃତୀୟ ମଣ୍ଡଳ ଆରମ୍ଭ )
ୠକ୍ ବେଦ ସ୍ବରାବୃତ୍ତି - ୧୪ଶ୍ଳୋକ ୦୩.୦୫.୦୦ ରୁ ୦୩.୨୯.୧୬ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୧୫ଶ୍ଳୋକ ୦୩.୩୦.୦୦ ରୁ ୦୩.୪୭.୦୫ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୧୬
ଶ୍ଳୋକ ୦୩.୪୮.୦୦ ରୁ ୦୪.୦୧.୧୫ ପର୍ଯ୍ୟନ୍ତ
( ୩୯.୩୦ ମିନିଟ୍ ରୁ ତୃତୀୟ ମଣ୍ଡଳ ଶେଷ, ୩୯.୩୦ ମିନିଟ ରୁ ୩୯.୩୨ ମିନିଟ ପର୍ଯ୍ୟନ୍ତ ପରିଶିଷ୍ଟ ମନ୍ତ୍ର, ୩୯.୩୨ ମିନିଟ୍ ରୁ ଚତୁର୍ଥ ମଣ୍ଡଳ ଆରମ୍ଭ )
ୠକ୍ ବେଦ ସ୍ବରାବୃତ୍ତି - ୧୭
ଶ୍ଳୋକ ୪.୦୧.୧୬ ରୁ ୪.୧୭.୨୧ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୧୮
ଶ୍ଳୋକ ୪.୧୮.୦୦ ରୁ ୪.୩୪.୧୧ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୧୯
ଶ୍ଳୋକ ୪.୩୫.୦୦ ରୁ ୪.୫୭.୦୮ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୨୦
ଶ୍ଳୋକ ୪.୫୮.୦୦ ରୁ ୫.୨୬.୦୯ ପର୍ଯ୍ୟନ୍ତ
( ୦୩.୦୪ ମିନିଟ୍ ରୁ ଚତୁର୍ଥ ମଣ୍ଡଳ ଶେଷ | ୦୩.୦୪ ମିନିଟ ରୁ ୦୩.୦୫ ମିନିଟ ପର୍ଯ୍ୟନ୍ତ ପରିଶିଷ୍ଟ ମନ୍ତ୍ର, ୦୩.୦୫ ମିନିଟ୍ ରୁ ପଞ୍ଚମ ମଣ୍ଡଳ ଆରମ୍ଭ )
ୠକ୍ ବେଦ ସ୍ବରାବୃତ୍ତି - ୨୧
ଶ୍ଳୋକ ୫.୨୭.୦୦ ରୁ ୫.୪୩.୧୭ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୨୨
ଶ୍ଳୋକ ୫.୪୪.୦୦ ରୁ ୫.୬୧.୧୯ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୨୩
ଶ୍ଳୋକ ୫.୬୨.୦୦ ରୁ ୬.୦୧.୧୩ ପର୍ଯ୍ୟନ୍ତ
( ୩୬.୨୧ ମିନିଟ୍ ରୁ ପଞ୍ଚମ ମଣ୍ଡଳ ଶେଷ | ୩୬.୨୧ ମିନିଟ ରୁ ୪୧.୪୧ ମିନିଟ ପର୍ଯ୍ୟନ୍ତ ପରିଶିଷ୍ଟ ମନ୍ତ୍ର, ୪୧.୪୧ ମିନିଟ୍ ରୁ ଷଷ୍ଠ ମଣ୍ଡଳ ଆରମ୍ଭ )
ୠକ୍ ବେଦ ସ୍ବରାବୃତ୍ତି - ୨୪
ଶ୍ଳୋକ ୬.୦୨.୦୦ ରୁ ୬.୨୦.୦୫ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୨୫
ଶ୍ଳୋକ ୬.୨୦.୦୬ ରୁ ୬.୪୪.୨୪ ପର୍ଯ୍ୟନ୍ତ
( ୪୨.୩୦ ମିନିଟ୍ ରୁ ସୂକ୍ତ ଶେଷ, ୪୨.୩୦ ମିନିଟ ରୁ ପରିଶିଷ୍ଟ ମନ୍ତ୍ର ଶେଷ ପର୍ଯ୍ୟନ୍ତ )
ୠକ୍ ବେଦ ସ୍ବରାବୃତ୍ତି - ୨୬
ଶ୍ଳୋକ ୬.୪୫.୦୦ ରୁ ୬.୫୪.୧୭ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୨୭
ଶ୍ଳୋକ ୬.୫୫.୦୦ ରୁ ୬.୭୫.୦୨ ପର୍ଯ୍ୟନ୍ତ
( ଶ୍ଳୋକ ୬.୭୫.୦୩ ରୁ ୬.୭୫.୧୯ ପର୍ଯ୍ୟନ୍ତ ସ୍ବର ଆବୃତ୍ତି ନାହିଁ | ମଣ୍ଡଳ ୬ ଶେଷ )
ୠକ୍ ବେଦ ସ୍ବରାବୃତ୍ତି - ୨୮
ଶ୍ଳୋକ ୭.୦୧.୦୦ ରୁ ୭.୨୦.୧୦ ପର୍ଯ୍ୟନ୍ତ
( ମଣ୍ଡଳ ୭ ଆରମ୍ଭ )
ୠକ୍ ବେଦ ସ୍ବରାବୃତ୍ତି - ୨୯
ଶ୍ଳୋକ ୭.୨୧.୦୦ ରୁ ୭.୪୦.୦୭ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୩୦
ଶ୍ଳୋକ ୭.୪୧.୦୦ ରୁ ୭.୬୭.୦୫ ପର୍ଯ୍ୟନ୍ତ
( ଶ୍ଳୋକ ୭.୬୭.୦୬ ରୁ ୭.୬୭.୧୦ ପର୍ଯ୍ୟନ୍ତ ସ୍ବର ଆବୃତ୍ତି ନାହିଁ )
ୠକ୍ ବେଦ ସ୍ବରାବୃତ୍ତି - ୩୧
ଶ୍ଳୋକ ୭.୬୮.୦୦ ରୁ ୭.୯୪.୧୨ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୩୨
ଶ୍ଳୋକ ୭.୯୫.୦୦ ରୁ ୮.୦୪.୧୦ ପର୍ଯ୍ୟନ୍ତ
( ୨୨.୫୮ ମିନିଟ୍ ରେ ମଣ୍ଡଳ ୭ ଶେଷ | ୨୨.୫୮ ମିନିଟ ରୁ ୨୩.୦୦ ମିନିଟ ପର୍ଯ୍ୟନ୍ତ ପରିଶିଷ୍ଟ ମନ୍ତ୍ର, ୨୩.୦୦ ମିନିଟ୍ ରୁ ମଣ୍ଡଳ ୮ ଆରମ୍ଭ )
ୠକ୍ ବେଦ ସ୍ବରାବୃତ୍ତି - ୩୩
ଶ୍ଲୋକ ୮.୦୪.୧୧ ରୁ ୮.୧୩.୦୯ ପର୍ଯ୍ୟନ୍ତ
( ଶ୍ଲୋକ ୮.୧୩.୧୦ ରୁ ୮.୧୩.୩୩ ପର୍ଯ୍ୟନ୍ତ ସ୍ବର ଆବୃତ୍ତି ନାହିଁ )
ୠକ୍ ବେଦ ସ୍ବରାବୃତ୍ତି - ୩୪
ଶ୍ଲୋକ ୮.୧୪.୦୦ ରୁ ୮.୨୪.୩୦ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୩୫
ଶ୍ଲୋକ ୮.୨୫.୦୦ ରୁ ୮.୩୯.୦୫ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୩୬
ଶ୍ଲୋକ ୮.୩୯.୦୬ ରୁ ୮.୪୯.୧୦ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୩୭
ଶ୍ଲୋକ ୮.୫୦.୦୦ ରୁ ୮.୬୮.୧୯ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୩୮
ଶ୍ଲୋକ ୮.୬୯.୦୦ ରୁ ୮.୯୧.୦୭ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୩୯
ଶ୍ଲୋକ ୮.୯୨.୦୦ ରୁ ୯.୦୨.୧୦ ପର୍ଯ୍ୟନ୍ତ
( ୩୯.୫୭ ମିନିଟ୍ ରୁ ମଣ୍ଡଳ ୮ ଶେଷ | ୩୯.୫୭ ମିନିଟ ରୁ ୪୦.୦୦ ମିନିଟ ପର୍ଯ୍ୟନ୍ତ ପରିଶିଷ୍ଟ ମନ୍ତ୍ର, ୪୦.୦୦ ମିନିଟ୍ ରୁ ମଣ୍ଡଳ ୯ ଆରମ୍ଭ )
ୠକ୍ ବେଦ ସ୍ବରାବୃତ୍ତି - ୪୦
ଶ୍ଳୋକ ୯.୦୩.୦୦ ରୁ ୯.୪୩.୦୬ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୪୧
ଶ୍ଳୋକ ୯.୪୪.୦୦ ରୁ ୯.୬୭.୩୨ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୪୨
ଶ୍ଳୋକ ୯.୬୮.୦୦ ରୁ ୯.୮୬.୨୫ ପର୍ଯ୍ୟନ୍ତ
( ଆରମ୍ଭରୁ ୦୪.୩୭ ମିନିଟ ପର୍ଯ୍ୟନ୍ତ ପରିଶିଷ୍ଟ ମନ୍ତ୍ର, ୪.୩୭ ମିନିଟ୍ ରୁ ବେଦ ଶ୍ଳୋକ ଆରମ୍ଭ )
ୠକ୍ ବେଦ ସ୍ବରାବୃତ୍ତି - ୪୩
ଶ୍ଳୋକ ୯.୮୬.୨୬ ରୁ ୯.୯୭.୫୦ ପର୍ଯ୍ୟନ୍ତ
( ଶ୍ଳୋକ ୯.୯୭.୫୧ ରୁ ୯.୯୮.୧୨ ପର୍ଯ୍ୟନ୍ତ ସ୍ବର ଆବୃତ୍ତି ନାହିଁ )
ୠକ୍ ବେଦ ସ୍ବରାବୃତ୍ତି - ୪୪
ଶ୍ଳୋକ ୯.୯୯.୦୦ ରୁ ୧୦.୦୫.୦୭ ପର୍ଯ୍ୟନ୍ତ
( ୩୧.୨୬ ମିନିଟ୍ ରେ ମଣ୍ଡଳ ୯ ଶେଷ | ୩୧.୨୬ ମିନିଟ ରୁ ୩୨.୪୨ ମିନିଟ ପର୍ଯ୍ୟନ୍ତ ପରିଶିଷ୍ଟ ମନ୍ତ୍ର, ୩୨.୪୨ ମିନିଟ୍ ରୁ ମଣ୍ଡଳ ୧୦ ଆରମ୍ଭ )
ୠକ୍ ବେଦ ସ୍ବରାବୃତ୍ତି - ୪୫
ଶ୍ଳୋକ ୧୦.୦୬.୦୦ ରୁ ୧୦.୨୩.୦୭ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୪୬
ଶ୍ଳୋକ ୧୦.୨୪.୦୦ ରୁ ୧୦.୩୯.୦୫ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୪୭
ଶ୍ଳୋକ ୧୦.୩୯.୦୬ ରୁ ୧୦.୫୭.୦୬ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୪୮
ଶ୍ଳୋକ ୧୦.୫୮.୦୦ ରୁ ୧୦.୬୯.୧୨ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୪୯
ଶ୍ଳୋକ ୧୦.୭୦.୦୦ ରୁ ୧୦.୮୬.୧୦ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୫୦
ଶ୍ଳୋକ ୧୦.୮୬.୧୧ ରୁ ୧୦.୯୬.୧୩ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୫୧
ଶ୍ଳୋକ ୧୦.୯୭.୦୦ ରୁ ୧୦.୧୧୨.୦୫ ପର୍ଯ୍ୟନ୍ତ
ୠକ୍ ବେଦ ସ୍ବରାବୃତ୍ତି - ୫୨
ଶ୍ଳୋକ ୧୦.୧୧୨.୦୬ ରୁ ୧୦.୧୨୮.୦୯ ପର୍ଯ୍ୟନ୍ତ
( ୩୩.୫୭ ମିନିଟ୍ ରୁ ୩୯.୫୦ ମିନିଟ୍ ପର୍ଯ୍ୟନ୍ତ ଦେବୀ ସ୍ତୁତି, ୩୯.୫୧ ମିନିଟ୍ ରୁ ବେଦ ଶ୍ଳୋକ ଆରମ୍ଭ )
ୠକ୍ ବେଦ ସ୍ବରାବୃତ୍ତି - ୫୩
ଶ୍ଳୋକ ୧୦.୧୨୯.୦୦ ରୁ ୧୦.୧୫୪.୦୫ ପର୍ଯ୍ୟନ୍ତ
( ଆରମ୍ଭରୁ ୦୨.୫୬ ମିନିଟ ପର୍ଯ୍ୟନ୍ତ ପରିଶିଷ୍ଟ ମନ୍ତ୍ର, ୦୨.୫୬ ମିନିଟ୍ ରୁ ବେଦ ଶ୍ଳୋକ ଆରମ୍ଭ )
ୠକ୍ ବେଦ ସ୍ବରାବୃତ୍ତି - ୫୪
ଶ୍ଳୋକ ୧୦.୧୫୫.୦୦ ରୁ ୧୦.୧୯୧.୦୪ ପର୍ଯ୍ୟନ୍ତ
( ୩୨.୧୩ ମିନିଟ୍ ରେ ମଣ୍ଡଳ ୧୦ ଶେଷ, ଓ ସ୍ବରାବୃତ୍ତି ଶେଷ ପର୍ଯ୍ୟନ୍ତ ପରିଶିଷ୍ଟ ମନ୍ତ୍ର,)