Welcome to Other Mantras in Odia
ବିଭିନ୍ନ ମନ୍ତ୍ର - ଓଡିଆ ଭାଷାରେ, ଆପଣମାନଙ୍କର ସ୍ବାଗତ |
ଏଠାରେ ଓଡିଆ ଭାଷାରେ ବିଭିନ୍ନ ଦେବା ଦେବୀ ମାନଙ୍କର ପୁସ୍ତକ, ସୂକ୍ତ, ମନ୍ତ୍ର ବା ଶ୍ଳୋକ ଇତ୍ୟାଦି ସ୍ବରାବୃତ୍ତି ସହିତ ଉପଲବ୍ଧ କରାଯାଇଛି | ଏ ସମସ୍ତ ଡିଜିଟାଲ୍ ଫରମାଟ୍ ରେ ଉପଲବ୍ଧ | ଆପଣମାନେ ଏହାକୁ ମୁକ୍ତରେ ଡାଉନଲୋଡ୍
କରିପାରିବେ, ସେୟାର କରିପାରିବେ, ତଥା ମନ୍ତ୍ର ସମୁହଙ୍କୁ ଶୁଣି ପାରିବେ, ଓ ଅଭ୍ୟାସ କରିପାରିବେ |
ସର୍ବୋପରି "ଜ୍ଞାନର ପ୍ରସାର ନିତାନ୍ତ ଆବଶ୍ୟକ"
ଏହି ପୃଷ୍ଠା ପ୍ରତି ସପ୍ତାହରେ ପରିବର୍ତ୍ତିତ ହୋଇଥାଏ | ସର୍ବଦା ନୂଆ ଦସ୍ତାବେଜ ଓ ସ୍ବରାବୃତ୍ତି ପାଇଁ ସଂଯୋଗରେ ରୁହନ୍ତୁ |
ଦୟାକରି ସେୟାର କରନ୍ତୁ | / Please Share
ସୂତ୍ର - Sources
ଏଠାରେ ଉପଲବ୍ଧ ପୁସ୍ତକ, ସୂକ୍ତ, ମନ୍ତ୍ର ବା ଶ୍ଳୋକ ସମୁହ ବିଭିନ୍ନ ପ୍ରକାର ପ୍ରାମାଣିକ ସୂତ୍ରରୁ ନିଆଯାଇଛି, ମୁଖ୍ୟତଃ ଇଣ୍ଟରନେଟ୍ ସୂତ୍ରରୁ ଗୃହୀତ | ଏହାର ସମସ୍ତ ମୌଳିକ ବା ଆଦ୍ୟ କର୍ତ୍ତାମାନଙ୍କୁ ଅନେକ ଅନେକ ଧନ୍ୟବାଦ |
ନିର୍ଦ୍ଦେଶାବଳୀ - Instructions
ଦୟାକରି, ପୁସ୍ତକ, ସୂକ୍ତ, ମନ୍ତ୍ର ବା ଶ୍ଳୋକ ମାନଙ୍କୁ ବ୍ୟବହାର କରିବା ପୂର୍ବରୁ ପଢନ୍ତୁ |
Please read before using documents / books
- ଏଠାରେ, "ବିଭିନ୍ନ ମନ୍ତ୍ର"ମାନଙ୍କର ଓଡିଆ ଲିପିରେ ରୂପାନ୍ତରିତ ପୁସ୍ତକ, ସୂକ୍ତ, ମନ୍ତ୍ର ବା ଶ୍ଳୋକ ସମୁହ ଆପଣମାନଙ୍କ ପାଇଁ ଡିଜିଟାଲ୍ ରୂପରେ ମୁକ୍ତରେ ଉପଲବ୍ଧ ଅଛି | ଏହାକୁ ଆପଣମାନେ ବ୍ୟକ୍ତିଗତ ପଠନ ପାଇଁ ଡାଉନଲୋଡ୍ କରିପାରିବେ |
- ଏ ସମସ୍ତ ପୁସ୍ତକ ଗୁଡିକ ପିଡିଏଫ୍ ଫର୍ମାଟ୍ ରେ ଉପଲବ୍ଧ ଅଛି (pdf - portable document format) |
- ପ୍ରତ୍ୟେକ ପୁସ୍ତକ ପାଖରେ, ତାହାର ସାଇଜ୍, ପୃଷ୍ଠା ସଂଖ୍ୟା ର ସୂଚନା ଦିଆଯାଇଛି | ଯାହାକୁ ଆପଣମାନେ ଦେଖି, ସେହି ଅନୁସାରେ ଡାଉନଲୋଡ୍ କରିପାରିବେ |
- ମୋବାଇଲ୍ ରେ ବଡ ସାଇଜର ପୁସ୍ତକ ଗୁଡିକୁ ଡାଉନଲୋଡ୍ ନକରିବାକୁ ଉପଦେଷ |
- ଏହା ସହିତ ଶ୍ଳୋକ ବା ମନ୍ତ୍ର ମାନଙ୍କର ସ୍ବରାବୃତ୍ତି (audio) ଉପଲବ୍ଧ ଅଛି, ଏହାକୁ ଆପଣମାନେ ଶୁଣି ପାରିବେ ବା ଅଭ୍ୟାସ କରିପାରିବେ |
ରୂପାନ୍ତରିତ ଦସ୍ତାବେଜ - Transliterated Documents
ପୁସ୍ତକ, ସୂକ୍ତ, ମନ୍ତ୍ର ବା ଶ୍ଳୋକ ମାନଙ୍କୁ ପଢିବା ପାଇଁ, ବା, ଶୁଣିବା ପାଇଁ, ବା ଡାଉନଲୋଡ୍ କରିବା ପାଇଁ ତଳେ ବିଭାଗ ଚୟନ କରନ୍ତୁ |
Select sections to read, listen and download
- ଶ୍ରୀ ଗଣେଶ
- ଶ୍ରୀମଦ୍ଦ ଭଗବତ ଗୀତା (ଅର୍ଥ ସହିତ)
-
Audio coutesy Chinmaya Mission
1. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୧ - ( ସାଇଜ୍ - 2MB, ପୃଷ୍ଠା - 14 )
( ଅର୍ଜୁନବିଷାଦଯୋଗ )
2. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୨ - ( ସାଇଜ୍ - 2MB, ପୃଷ୍ଠା - 22 )
( ସାଙ୍ଖ୍ୟଯୋଗ )
3. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୩ - ( ସାଇଜ୍ - 2MB, ପୃଷ୍ଠା - 15 )
( କର୍ମଯୋଗ )
4. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୪ - ( ସାଇଜ୍ - 2MB, ପୃଷ୍ଠା - 15 )
( ଜ୍ଞାନକର୍ମସଂନ୍ୟାସଯୋଗ )
5. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୫ - ( ସାଇଜ୍ - 2MB, ପୃଷ୍ଠା - 12 )
( ସଂନ୍ୟାସଯୋଗ )
6. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୬ - ( ସାଇଜ୍ - 2MB, ପୃଷ୍ଠା - 16 )
( ଆତ୍ମସଂୟମଯୋଗ )
7. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୭ - ( ସାଇଜ୍ - 2MB, ପୃଷ୍ଠା - 11 )
( ଜ୍ଞାନବିଜ୍ଞାନଯୋଗ )
8. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୮ - ( ସାଇଜ୍ - 2MB, ପୃଷ୍ଠା - 11 )
( ଅକ୍ଷରବ୍ରହ୍ମଯୋଗ )
9. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୯ - ( ସାଇଜ୍ - 2MB, ପୃଷ୍ଠା - 13 )
( ରାଜବିଦ୍ୟାରାଜଗୁହ୍ୟଯୋଗ )
10. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୧୦ - ( ସାଇଜ୍ - 2MB, ପୃଷ୍ଠା - 14 )
( ବିଭୂତିଯୋଗ )
11. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୧୧ - ( ସାଇଜ୍ - 2MB, ପୃଷ୍ଠା - 19 )
( ବିଶ୍ବରୂପଦର୍ଶନଯୋଗ )
12. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୧୨ - ( ସାଇଜ୍ - 2MB, ପୃଷ୍ଠା - 9 )
( ଭକ୍ତିଯୋଗ )
13. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୧୩ - ( ସାଇଜ୍ - 2MB, ପୃଷ୍ଠା - 13 )
( କ୍ଷେତ୍ରକ୍ଷେତ୍ରଜ୍ଞବିଭାଗଯୋଗ )
14. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୧୪ - ( ସାଇଜ୍ - 2MB, ପୃଷ୍ଠା - 11 )
( ଗୁଣତ୍ରୟବିଭାଗଯୋଗ )
15. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୧୫ - ( ସାଇଜ୍ - 2MB, ପୃଷ୍ଠା - 10 )
( ପୁରୁଷୋତ୍ତମଯୋଗ )
16. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୧୬ - ( ସାଇଜ୍ - 2MB, ପୃଷ୍ଠା - 10 )
( ଦୈବାସୁରସମ୍ପଦ୍ବିଭାଗଯୋଗ )
17. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୧୭ - ( ସାଇଜ୍ - 2MB, ପୃଷ୍ଠା - 11 )
( ଶ୍ରଦ୍ଧାତ୍ରୟବିଭାଗଯୋଗ )
18. ଶ୍ରୀମଦ୍ଦ ଭଗବତ ଗୀତା - ଅଧ୍ୟାୟ - ୧୮ - ( ସାଇଜ୍ - 2MB, ପୃଷ୍ଠା - 23 )
( ମୋକ୍ଷସଂନ୍ୟାସଯୋଗ )
19. ଶ୍ରୀମଦ୍ଦ ଭଗବତ ଗୀତା - ସଂପୂର୍ଣ୍ଣ - ( ସାଇଜ୍ - 12MB, ପୃଷ୍ଠା - 215 )
( ସମସ୍ତ ଅଧ୍ୟାୟ ଗୋଟିଏ ପୁସ୍ତକରେ )
- "ଶ୍ରୀମଦ୍ଦ ଭଗବତ ଗୀତା"ର ପ୍ରକାଶିତ ପୁସ୍ତକ (ପ୍ରିଣ୍ଟିଙ୍ଗ୍ ପୁସ୍ତକ) ଉପଲବ୍ଧ ଅଛି, ଯଦି ଆପଣମାନେ ଏହାର ପ୍ରିଣ୍ଟିଙ୍ଗ୍ ପୁସ୍ତକ ଚାହୁଁଛନ୍ତି, ଏହି (prakash@scholarshoppe.com) ଇମେଲ୍ ରେ ଯୋଗାଯୋଗ କରନ୍ତୁ, ଏହା ପୈଠ ସେବା (ପେଡ୍ ସର୍ଭିସ୍) ଅଟେ | ଅଥବା ଏହି ଅନଲାଇନ୍ ଲିଙ୍କ୍ ରୁ କିଣନ୍ତୁ BUY IT NOW |
- ବୈଷ୍ଣବ (ବିଷ୍ଣୁ)
- ଶୈବ (ଶିବ)
- ଶାକ୍ତ (ଦେବୀ)
- ସୂର୍ଯ୍ୟ
- ହନୁମାନ
- ଅନାନ୍ନ୍ୟ
|
ମତାମତ - Feedback
ଦୟାକରି ଖୋଲା ମନରେ ଆପଣଙ୍କର ମତାମତ / ସନ୍ଦେଶ ଦିଅନ୍ତୁ | ଆପଣମାନଙ୍କ ମତାମତ / ସନ୍ଦେଶ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ |
(Feedback / ମତାମତ )
ଦୟାକରି ସେୟାର କରନ୍ତୁ | / Please Share