ସଦସ୍ୟଗଣ
ଯେଉଁ ମାନଙ୍କ ସହଯୋଗରେ ଏ ପ୍ରକଳ୍ପ ସଫଳ ହୋଇ ଆପଣମାନଙ୍କ ପାଖରେ ପହଞ୍ଚିପାରିଛି |
| ଫଟୋ | ନାମ ଓ ଠିକଣା | ତାଙ୍କ ବିଷୟରେ |
|
ଶ୍ରୀ ପ୍ରକାଶ ପ୍ରଧାନ (ସଂପାଦକ), ସଂସାରଫଳ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା, ଓଡିଶା |
ଅହଂ ବ୍ରହ୍ମସ୍ମି | ପ୍ରଜ୍ଞାନଂ ବ୍ରହ୍ମ | Managing Director Scholar Shoppe Pvt. Ltd. |
|
ପଣ୍ଡିତ ଶ୍ରୀ ସନ୍ତୋଷ କୁମାର ମିଶ୍ର (ଉପଦେଷ୍ଟା) ବାଜପୁର, ଖୋର୍ଦା, ଓଡିଶା |
ସଂପାଦକ, ହିନ୍ଦୁ ମହାସଭା, ଓଡିଶା ଶାଖା ଜ୍ୟୋତିଷଶାସ୍ତ୍ରଜ୍ଞ |
|
ଶ୍ରୀମତୀ ସସ୍ମିତା ମହାପାତ୍ର (ସଦସ୍ୟା) ଓଲ୍ଡ ଟାଉନ୍ ଭୁବନେଶ୍ବର, ଓଡିଶା |
ସମ୍ପାଦିକା - "ପ୍ରତିଶ୍ରୁତି" ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନିରାକାରପୁରରେ ଜନ୍ମ ଏବଂ ଗ୍ରାଜୁଏସନ ପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଗ୍ରାମୀଣ ବିକାଶରେ ପୋଷ୍ଟଗ୍ରାଜୁଏଟ ଡିପ୍ଲୋମା ଏବଂ ମଣିପାଲ ବିଶ୍ବବିଦ୍ୟାଳୟରୁ ଏମ୍ ବି ଏ, ହିନ୍ଦୁସ୍ତାନୀ ସଂଗୀତ ଶିକ୍ଷା ସହ କମ୍ପ୍ଯୁଟର ଶିକ୍ଷା ଗହଣ କରିଥିଲି । 2002 ରେ ବୈବାହିକ ଓ କର୍ମଜୀବୀ ଜୀବନର ଆରମ୍ଭ ହୁଏ । ଗୃହକର୍ମ, ଚାକିରି ଜୀବନ ଓ ସାହିତ୍ୟର ଲେଖାଲେଖି ଆସର ପ୍ରଚାର ପ୍ରସାର ଭିତରେ ଆଧ୍ୟାତ୍ମିକ କାର୍ଯ୍ଯକ୍ରମ ପ୍ରବଚନ ଆଦିରେ ଅଂଶଗ୍ରହଣ କରି ବ୍ରହ୍ମଙ୍କର ଏକରୂପତ୍ବକୁ ଜାଣିବା ନିମିତ୍ତ ମାନସିକ ସ୍ତରରେ ସଦାସର୍ବଦା ଜଡିତ ରହିବାର ଆଗ୍ରହ ଓ ରୁଚି ମୀନ ଓ ଜଳ ପରି ମୋର ଆତ୍ମଗତ ହେଉଥିବାର ଅନୁଭବ କରି ସେହି ଦିଗପ୍ରତି ମୋର ପାଦ ଆଗକୁ ବଢାଇବାର ନିଷ୍ପତ୍ତି ନେଲି । ବିଭିନ୍ନ ପୁରାଣ, ଉପନିଷଦ, ପ୍ରକରଣ ଗ୍ରନ୍ଥ ସହ ଶ୍ରୀମଦ୍ଭାଗବତ ଓ ଭଗବଦଗୀତାର ଅଧ୍ଯୟନ ପିଲାଦିନରୁ ଅଭ୍ଯାସଗତ ଥିଲା ଏବଂ ଈଶ୍ବରଙ୍କ ଆଶୀର୍ବାଦ କ୍ରମେ ସଂଶୟ ମୋଚନ ନିମନ୍ତେ ଗୁରୁ ସ୍ବାମୀଶ୍ରୀ ଭାଗବତାନନ୍ଦ ସରସ୍ବତୀଙ୍କର ଆଶିଷ ପ୍ରାପ୍ତ ହେଲା, ଯାହା କି ମୋ ଜୀବନ ଯାତ୍ରାପଥକୁ ଏକ ଭିନ୍ନ ମୋଡ ଦେଲା । ଆଧ୍ଯାତ୍ମିକ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ଏହି ଜନ୍ମର ସାଫଲ୍ଯ ନିମିତ୍ତ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚରଣ କମଳରେ ପ୍ରାର୍ଥନା । |
|
ଶ୍ରୀ କମଳ ଲୋଚନ ପଣ୍ଡା (ସଦସ୍ୟ) ସମ୍ବଲପୁର, ଓଡିଶା |
ଜିଲ୍ଲା ଅଧ୍ୟକ୍ଷ, ବୈଦିକ ବ୍ରାହ୍ମଣ ପରିଷଦ, ସମ୍ବଲପୁର, ଓଡିଶା |
|
ଶ୍ରୀ ତରଣୀସେନ ମେହେର (ସଦସ୍ୟ) ବଲାଙ୍ଗୀର, ଓଡିଶା |
ସ୍ବେଚ୍ଛାସେବୀ |
|
ଅଧ୍ୟାପକ ଶ୍ରୀ ଅରୁଣ କୁମାର ଦାଶ (ସଦସ୍ୟ) ସଂସାରଫଳ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା, ଓଡିଶା |
ଅଧ୍ୟାପକ, ଇତିହାସ ବିଭାଗ, ଇଉ . କେ . ମହାବୀର କଲେଜ , ମଦନପୁର |
|
ଶ୍ରୀ ଶିଶିର କୁମାର ବିଷୋୟୀ (ସଦସ୍ୟ) ଛଣମେରୀ, ସାନଖେମୁଣ୍ଡି, ଗଞ୍ଜାମ, ଓଡିଶା |
ଶିଳ୍ପ ପ୍ରଶିକ୍ଷକ, ସାଇ ଶିଳ୍ପତାଲିମ କେନ୍ଦ୍ର, ବେଲଗୁଣ୍ଠା, ଗଞ୍ଜାମ ଦୂରଭାଷ, 9776185549 ! |
|
ଶ୍ରୀ କୁମୁଦ ଚନ୍ଦ୍ର ଶତପଥୀ (ସଦସ୍ୟ) ଦେବଗଡ, ଓଡିଶା |
ସମାଜସେବୀ |
|
ଶ୍ରୀ ଚିନ୍ମୟ ମିଶ୍ର (ସଦସ୍ୟ) ରୁଗୁଡିବେଡା, ଠାକୁରମୁଣ୍ଡା, ମୟୁରଭଞ୍ଜ, ଓଡିଶା |
ସ୍ବେଚ୍ଛାସେବୀ |
|
ଶ୍ରୀ ଶେଷଦେବ ଦାଶ (ସଦସ୍ୟ) ପୋଡାମାରି ଗଡ, ସାନଖେମୁଣ୍ଡି, ଗଞ୍ଜାମ, ଓଡିଶା |
ସାମ୍ବାଦିକ , ସଭାପତି ସାନଖେମୁଣ୍ଡି ଗୋରଖ୍ୟା ମଞ୍ଚ, ଜିଲ୍ଲା ଭାଜପା କଳା ସେଲ୍ ସଂଯୋଜକ ଗଜପତି,ସହ ନିର୍ଦେଶକ ଚଳଚିତ୍ର,ଟ୍ରଷ୍ଟି ବିହଙ୍ଗ ଟ୍ରଷ୍ଟ ଭୁବନେଶ୍ୱର ସହ ବିଭିନ୍ନ ସମାଜ ସେବା ସଙ୍ଗଠନର ସଦସ୍ୟ. କେଶରୀୟା ହିନ୍ଦୁ ଵାହୀନି ଉପ ସଭାପତି ଗଞ୍ଜାମ | |
|
ଶ୍ରୀ ଓମ ପ୍ରକାଶ ଷଡ଼ଙ୍ଗୀ (ସଦସ୍ୟ) ମଧ୍ୟଖଣ୍ଡୀ, ଶ୍ରୀ ବଳଦେବଜୀୟୁ, କେନ୍ଦ୍ରାପଡା, ଓଡିଶା |
ସ୍ବେଚ୍ଛାସେବୀ |
|
ଶ୍ରୀ ନିଳାଦ୍ରି ବିହାରୀ ଶତପଥୀ (ସଦସ୍ୟ) ଭଞ୍ଜନଗର, ଗଞ୍ଜାମ , ଓଡିଶା |
Consultant in Infosys, Bhubaneswar, ବିଚାର :- ଇଶ୍ବର ବିଶ୍ବାସୀ, ମନୁଷ୍ୟ ସେବା ହିଁ ଇଶ୍ବର ସେବା | |
|
ଶ୍ରୀ ଅରୁଣ କୁମାର ପରିଡା (ସଦସ୍ୟ) ସଂସାରଫଳ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା, ଓଡିଶା |
ସ୍ବେଚ୍ଛାସେବୀ |
କେଉଁ କେଉଁ ସଦସ୍ୟ ମାନେ କେଉଁ କେଉଁ ଉପନିଷଦ ପାଇଁ କାର୍ଯ୍ୟ କରିଥିଲେ, ତାହାର ତାଲିକା : -
| ଉପନିଷଦ | ପୃଷ୍ଠା | ମନ୍ତ୍ର | ସଦସ୍ୟ - ୧ | ସଦସ୍ୟ - ୨ | ସ୍ଥିତି |
| ମୁଖ୍ୟ ଉପନିଷଦ ( ଭାଗ - ୧ ) | |||||
| ଈଶା | 9 | 18 | ଶ୍ରୀମତୀ ସସ୍ମିତା ମହାପାତ୍ର | ଅଧ୍ୟାପକ ଶ୍ରୀ ଅରୁଣ କୁମାର ଦାଶ | ସଂପୂର୍ଣ୍ଣ |
| କେନ | 11 | 35 | ଶ୍ରୀମତୀ ସସ୍ମିତା ମହାପାତ୍ର | ଶ୍ରୀ ଶିଶିର କୁମାର ବିଷୋୟୀ | ସଂପୂର୍ଣ୍ଣ |
| କଠ | 21 | 119 | ଶ୍ରୀ ଶିଶିର କୁମାର ବିଷୋୟୀ | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ |
| ପ୍ରଶ୍ନ | 17 | 67 | ଶ୍ରୀ କମଳ ଲୋଚନ ପଣ୍ଡା | ଶ୍ରୀ ଚିନ୍ମୟ ମିଶ୍ର | ସଂପୂର୍ଣ୍ଣ |
| ମୁଣ୍ଡକ | 15 | 64 | ଶ୍ରୀ ଶିଶିର କୁମାର ବିଷୋୟୀ | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ |
| ମାଣ୍ଡୂକ୍ୟ | 8 | 12 | ଅଧ୍ୟାପକ ଶ୍ରୀ ଅରୁଣ କୁମାର ଦାଶ | ଶ୍ରୀ କୁମୁଦ ସତପଥୀ | ସଂପୂର୍ଣ୍ଣ |
| ତୈତ୍ତିରୀୟ | 27 | 54 | ଶ୍ରୀ କମଳ ଲୋଚନ ପଣ୍ଡା | ଶ୍ରୀ ତରଣୀସେନ ମେହେର | ସଂପୂର୍ଣ୍ଣ |
| ଐତରେୟ | 12 | 35 | ଶ୍ରୀ କମଳ ଲୋଚନ ପଣ୍ଡା | ଶ୍ରୀ ତରଣୀସେନ ମେହେର | ସଂପୂର୍ଣ୍ଣ |
| ଛାନ୍ଦୋଗ୍ୟ | 112 | 629 | ଶ୍ରୀ ନିଳାଦ୍ରି ବିହାରୀ ଶତପଥୀ | ଶ୍ରୀ ତରଣୀସେନ ମେହେର | ସଂପୂର୍ଣ୍ଣ |
| ବୃହଦାରଣ୍ୟକ | 96 | 437 | ପଣ୍ଡିତ ଶ୍ରୀ ପର୍ଶୁରାମ ମିଶ୍ର | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ |
| ଶ୍ବେତାଶ୍ବତର | 19 | 113 | ଶ୍ରୀ ଓମ ପ୍ରକାଶ ଷଡ଼ଙ୍ଗୀ | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ |
| ମୈତ୍ରାୟଣୀ | 37 | 76 | ଶ୍ରୀ ନିଳାଦ୍ରି ବିହାରୀ ଶତପଥୀ | ଶ୍ରୀ ତରଣୀସେନ ମେହେର | ସଂପୂର୍ଣ୍ଣ |
| କୌଷୀତକି | 26 | 44 | ଶ୍ରୀ ତରଣୀସେନ ମେହେର | ଶ୍ରୀ ଓମ ପ୍ରକାଶ ଷଡ଼ଙ୍ଗୀ | ସଂପୂର୍ଣ୍ଣ |
| ସାମାନ୍ୟ ଉପନିଷଦ ( ଭାଗ - ୨ ) | |||||
| ଅଧ୍ୟାତ୍ମ | 15 | 70 | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ | |
| ଅକ୍ଷି | 13 | 50 | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ | |
| ଆତ୍ମବୋଧ | 11 | 30 | ଶ୍ରୀ ଶେଷଦେବ ଦାଶ | ସଂପୂର୍ଣ୍ଣ | |
| ଆତ୍ମ | 11 | 31 | ଶ୍ରୀ ଶେଷଦେବ ଦାଶ | ସଂପୂର୍ଣ୍ଣ | |
| ବଜ୍ରସୂଚିକା | 11 | 10 | ଶ୍ରୀ ଶେଷଦେବ ଦାଶ | ସଂପୂର୍ଣ୍ଣ | |
| ଏକାକ୍ଷର | 9 | 13 | ଶ୍ରୀ ଶେଷଦେବ ଦାଶ | ସଂପୂର୍ଣ୍ଣ | |
| ଗର୍ଭ | 10 | 5 | ଶ୍ରୀ ଶେଷଦେବ ଦାଶ | ସଂପୂର୍ଣ୍ଣ | |
| ମହା | 70 | 537 | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ | |
| ମନ୍ତ୍ରିକ | 9 | 20 | ଶ୍ରୀ ଶେଷଦେବ ଦାଶ | ସଂପୂର୍ଣ୍ଣ | |
| ମୁଦ୍ଗଲ | 10 | 10 | ଶ୍ରୀ ଶେଷଦେବ ଦାଶ | ସଂପୂର୍ଣ୍ଣ | |
| ମୁକ୍ତିକା | 24 | 126 | ଶ୍ରୀ ତରଣୀସେନ ମେହେର | ସଂପୂର୍ଣ୍ଣ | |
| ନିରାଲମ୍ବ | 10 | 5 | ଶ୍ରୀ ଶେଷଦେବ ଦାଶ | ସଂପୂର୍ଣ୍ଣ | |
| ପୈଙ୍ଗଲ | 18 | 40 | ଶ୍ରୀ ତରଣୀସେନ ମେହେର | ସଂପୂର୍ଣ୍ଣ | |
| ପ୍ରାଣାଗ୍ନିହୋତ୍ର | 10 | 11 | ଶ୍ରୀ ଶେଷଦେବ ଦାଶ | ସଂପୂର୍ଣ୍ଣ | |
| ଶାରୀରକ | 9 | 11 | ଶ୍ରୀ ଶେଷଦେବ ଦାଶ | ସଂପୂର୍ଣ୍ଣ | |
| ସର୍ବସାର | 10 | 5 | ଶ୍ରୀ ଶେଷଦେବ ଦାଶ | ସଂପୂର୍ଣ୍ଣ | |
| ସାବିତ୍ରୀ | 9 | 15 | ଶ୍ରୀ ଶେଷଦେବ ଦାଶ | ସଂପୂର୍ଣ୍ଣ | |
| ଶୁକରହସ୍ୟ | 15 | 50 | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ | |
| ସ୍କନ୍ଦ | 9 | 16 | ଶ୍ରୀ ଶେଷଦେବ ଦାଶ | ସଂପୂର୍ଣ୍ଣ | |
| ସୁବାଲ | 22 | 60 | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ | |
| ସୂର୍ୟ | 9 | 19 | ଶ୍ରୀ କୁମୁଦ ସତପଥୀ | ସଂପୂର୍ଣ୍ଣ | |
| ସନ୍ନ୍ୟାସ ଉପନିଷଦ ( ଭାଗ - ୩ ) | |||||
| ଅବଧୂତ | 11 | 36 | ଶ୍ରୀ କୁମୁଦ ସତପଥୀ | ସଂପୂର୍ଣ୍ଣ | |
| ଆରୁଣିକ | 9 | 7 | ଶ୍ରୀ ଶେଷଦେବ ଦାଶ | ସଂପୂର୍ଣ୍ଣ | |
| ଆଶ୍ରମ | 9 | 8 | ଶ୍ରୀ ଶେଷଦେବ ଦାଶ | ସଂପୂର୍ଣ୍ଣ | |
| ଭିକ୍ଷୁକ | 8 | 3 | ଶ୍ରୀ ଶେଷଦେବ ଦାଶ | ସଂପୂର୍ଣ୍ଣ | |
| ବ୍ରହ୍ମ | 11 | 20 | ଅଧ୍ୟାପକ ଶ୍ରୀ ଅରୁଣ କୁମାର ଦାଶ | ସଂପୂର୍ଣ୍ଣ | |
| ଜାବାଲ | 11 | 28 | ଅଧ୍ୟାପକ ଶ୍ରୀ ଅରୁଣ କୁମାର ଦାଶ | ସଂପୂର୍ଣ୍ଣ | |
| କଠରୁଦ୍ର | 13 | 47 | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ | |
| କୁଣ୍ଡିକା | 11 | 30 | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ | |
| ମୈତ୍ରେୟ | 16 | 74 | ଶ୍ରୀମତୀ ସସ୍ମିତା ମହାପାତ୍ର | ସଂପୂର୍ଣ୍ଣ | |
| ନାରଦପରିବ୍ରାଜକ | 52 | 242 | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ | |
| ନିର୍ବାଣ | 9 | 5 | ଶ୍ରୀ ଶେଷଦେବ ଦାଶ | ସଂପୂର୍ଣ୍ଣ | |
| ପରବ୍ରହ୍ମ | 12 | 20 | ଶ୍ରୀ ତରଣୀସେନ ମେହେର | ସଂପୂର୍ଣ୍ଣ | |
| ପରମହଂସପରିବ୍ରାଜକ | 12 | 7 | ଶ୍ରୀମତୀ ସସ୍ମିତା ମହାପାତ୍ର | ସଂପୂର୍ଣ୍ଣ | |
| ପରମହଂସ | 9 | 5 | ଶ୍ରୀ ଶେଷଦେବ ଦାଶ | ସଂପୂର୍ଣ୍ଣ | |
| ସନ୍ନ୍ୟାସ | 23 | 108 | ଶ୍ରୀ ଅରୁଣ କୁମାର ପରିଡା | ସଂପୂର୍ଣ୍ଣ | |
| ଶାଟ୍ୟାୟନୀୟ | 12 | 39 | ଶ୍ରୀ ଅରୁଣ କୁମାର ପରିଡା | ସଂପୂର୍ଣ୍ଣ | |
| ତୁରୀୟାତୀତ | 8 | 4 | ଶ୍ରୀ ଶେଷଦେବ ଦାଶ | ସଂପୂର୍ଣ୍ଣ | |
| ୟାଜ୍ଞବଲ୍କ୍ୟ | 11 | 28 | ଶ୍ରୀ ତରଣୀସେନ ମେହେର | ସଂପୂର୍ଣ୍ଣ | |
| ଶାକ୍ତ ଉପନିଷଦ ( ଭାଗ - ୩ ) | |||||
| ବହ୍ବୃଚ | 9 | 3 | ଶ୍ରୀ କୁମୁଦ ସତପଥୀ | ସଂପୂର୍ଣ୍ଣ | |
| ଭାବନ | 10 | 50 | ଶ୍ରୀ ଶେଷଦେବ ଦାଶ | ସଂପୂର୍ଣ୍ଣ | |
| ଦେବୀ | 11 | 24 | ଅଧ୍ୟାପକ ଶ୍ରୀ ଅରୁଣ କୁମାର ଦାଶ | ସଂପୂର୍ଣ୍ଣ | |
| ସରସ୍ବତୀରହସ୍ୟ | 15 | 48 | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ | |
| ସୀତା | 11 | 10 | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ | |
| ସୌଭାଗ୍ୟଲକ୍ଷ୍ମି | 13 | 25 | ଶ୍ରୀମତୀ ସସ୍ମିତା ମହାପାତ୍ର | ସଂପୂର୍ଣ୍ଣ | |
| ତ୍ରିପୁରାତାପିନୀ | 24 | 36 | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ | |
| ତ୍ରିପୁରା | 9 | 18 | ଶ୍ରୀ ତରଣୀସେନ ମେହେର | ସଂପୂର୍ଣ୍ଣ | |
| ବୈଷ୍ଣବ ଉପନିଷଦ ( ଭାଗ - ୪ ) | |||||
| ଅବ୍ୟକ୍ତ | 14 | 11 | ଶ୍ରୀ କୁମୁଦ ସତପଥୀ | ସଂପୂର୍ଣ୍ଣ | |
| ବାସୁଦେବ | 10 | 10 | ଶ୍ରୀମତୀ ସସ୍ମିତା ମହାପାତ୍ର | ସଂପୂର୍ଣ୍ଣ | |
| ଦତ୍ତାତ୍ରେୟ | 11 | 13 | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ | |
| ଗରୁଡ଼ | 13 | 33 | ଶ୍ରୀମତୀ ସସ୍ମିତା ମହାପାତ୍ର | ସଂପୂର୍ଣ୍ଣ | |
| ଗୋପାଲତାପିନୀ | 24 | 111 | ଶ୍ରୀ ତରଣୀସେନ ମେହେର | ସଂପୂର୍ଣ୍ଣ | |
| ହୟଗ୍ରୀବ | 10 | 14 | ଶ୍ରୀ ତରଣୀସେନ ମେହେର | ସଂପୂର୍ଣ୍ଣ | |
| କଲିସଂତରଣ | 8 | 6 | ଅଧ୍ୟାପକ ଶ୍ରୀ ଅରୁଣ କୁମାର ଦାଶ | ସଂପୂର୍ଣ୍ଣ | |
| କୃଷ୍ଣ | 10 | 28 | ଶ୍ରୀ ତରଣୀସେନ ମେହେର | ସଂପୂର୍ଣ୍ଣ | |
| ମହାନାରୟଣ | 38 | 230 | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ | |
| ନାରାୟଣ | 9 | 8 | ଶ୍ରୀ ଓମ ପ୍ରକାଶ ଷଡ଼ଙ୍ଗୀ | ସଂପୂର୍ଣ୍ଣ | |
| ନୃସିଂହତାପନୀୟ | 37 | 99 | ଶ୍ରୀ ତରଣୀସେନ ମେହେର | ସଂପୂର୍ଣ୍ଣ | |
| ଶ୍ରୀରାମରହସ୍ୟ | 28 | 153 | ଶ୍ରୀ ଅରୁଣ କୁମାର ପରିଡା | ସଂପୂର୍ଣ୍ଣ | |
| ଶ୍ରୀରାମତାପିନୀ | 30 | 175 | ଶ୍ରୀ ଅରୁଣ କୁମାର ପରିଡା | ସଂପୂର୍ଣ୍ଣ | |
| ତାରସାର | 11 | 20 | ଶ୍ରୀ ଓମ ପ୍ରକାଶ ଷଡ଼ଙ୍ଗୀ | ସଂପୂର୍ଣ୍ଣ | |
| ଶୈବ ଉପନିଷଦ ( ଭାଗ - ୪ ) | |||||
| ଅକ୍ଷମାଲିକା | 11 | 60 | ଅଧ୍ୟାପକ ଶ୍ରୀ ଅରୁଣ କୁମାର ଦାଶ | ସଂପୂର୍ଣ୍ଣ | |
| ଅଥର୍ବଶିଖା | 9 | 5 | ଶ୍ରୀ କୁମୁଦ ସତପଥୀ | ସଂପୂର୍ଣ୍ଣ | |
| ଅଥର୍ବଶିର | 14 | 40 | ଶ୍ରୀମତୀ ସସ୍ମିତା ମହାପାତ୍ର | ସଂପୂର୍ଣ୍ଣ | |
| ଭସ୍ମଜାବାଲ | 16 | 5 | ଶ୍ରୀ ଗୋପାଳ କୃଷ୍ଣ ପାଢୀ | ସଂପୂର୍ଣ୍ଣ | |
| ବୃହଜ୍ଜାବାଲ | 30 | 136 | ଶ୍ରୀ ଅରୁଣ କୁମାର ପରିଡା | ସଂପୂର୍ଣ୍ଣ | |
| ଦକ୍ଷିଣାମୂର୍ତି | 11 | 25 | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ | |
| ଗଣପତି | 10 | 17 | ଅଧ୍ୟାପକ ଶ୍ରୀ ଅରୁଣ କୁମାର ଦାଶ | ସଂପୂର୍ଣ୍ଣ | |
| ଜାବାଲି | 9 | 5 | ଶ୍ରୀ ଶେଷଦେବ ଦାଶ | ସଂପୂର୍ଣ୍ଣ | |
| କାଲାଗ୍ନିରୁଦ୍ର | 8 | 7 | ଶ୍ରୀ ଶେଷଦେବ ଦାଶ | ସଂପୂର୍ଣ୍ଣ | |
| କୈବଲ୍ୟ | 10 | 28 | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ | |
| ପଞ୍ଚବ୍ରହ୍ମ | 11 | 40 | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ | |
| ରୁଦ୍ରାକ୍ଷଜାବାଲ | 14 | 48 | ଶ୍ରୀ ଓମ ପ୍ରକାଶ ଷଡ଼ଙ୍ଗୀ | ସଂପୂର୍ଣ୍ଣ | |
| ରୁଦ୍ରହୃଦୟ | 13 | 56 | ଶ୍ରୀ ଓମ ପ୍ରକାଶ ଷଡ଼ଙ୍ଗୀ | ସଂପୂର୍ଣ୍ଣ | |
| ଶରଭ | 12 | 38 | ଶ୍ରୀ ତରଣୀସେନ ମେହେର | ସଂପୂର୍ଣ୍ଣ | |
| ଯୋଗ ଉପନିଷଦ ( ଭାଗ - ୫ ) | |||||
| ଅଦ୍ବୟତାରକ | 11 | 15 | ଶ୍ରୀ ତରଣୀସେନ ମେହେର | ସଂପୂର୍ଣ୍ଣ | |
| ଅମୃତବିନ୍ଦୁ | 9 | 25 | ଶ୍ରୀ ତରଣୀସେନ ମେହେର | ସଂପୂର୍ଣ୍ଣ | |
| ଅମୃତନାଦ | 11 | 41 | ଶ୍ରୀମତୀ ସସ୍ମିତା ମହାପାତ୍ର | ସଂପୂର୍ଣ୍ଣ | |
| ବରାହ | 36 | 252 | ଶ୍ରୀମତୀ ସସ୍ମିତା ମହାପାତ୍ର | ସଂପୂର୍ଣ୍ଣ | |
| ବ୍ରହ୍ମବିଦ୍ୟା | 18 | 113 | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ | |
| ଧ୍ୟାନବିନ୍ଦୁ | 20 | 108 | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ | |
| ହଂସ | 9 | 8 | ଶ୍ରୀ ଶେଷଦେବ ଦାଶ | ସଂପୂର୍ଣ୍ଣ | |
| ଜାବାଲଦର୍ଶନ | 33 | 227 | ଶ୍ରୀ ଅରୁଣ କୁମାର ପରିଡା | ସଂପୂର୍ଣ୍ଣ | |
| କ୍ଷୁରିକା | 10 | 25 | ଶ୍ରୀ ତରଣୀସେନ ମେହେର | ସଂପୂର୍ଣ୍ଣ | |
| ମହାବାକ୍ୟ | 8 | 3 | ଶ୍ରୀ ତରଣୀସେନ ମେହେର | ସଂପୂର୍ଣ୍ଣ | |
| ମଣ୍ଡଲବ୍ରାହ୍ମଣ | 15 | 17 | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ | |
| ନାଦବିନ୍ଦୁ | 13 | 59 | ଶ୍ରୀମତୀ ସସ୍ମିତା ମହାପାତ୍ର | ସଂପୂର୍ଣ୍ଣ | |
| ପାଶୁପତବ୍ରହ୍ମ | 14 | 49 | ଶ୍ରୀ ଅରୁଣ କୁମାର ପରିଡା | ସଂପୂର୍ଣ୍ଣ | |
| ଶାଣ୍ଡିଲ୍ୟ | 26 | 85 | ଶ୍ରୀ ଅରୁଣ କୁମାର ପରିଡା | ସଂପୂର୍ଣ୍ଣ | |
| ତେଜୋବିନ୍ଦୁ | 57 | 465 | ଶ୍ରୀ ଅରୁଣ କୁମାର ପରିଡା | ସଂପୂର୍ଣ୍ଣ | |
| ତ୍ରିଶିଖିବ୍ରାହ୍ମଣ | 25 | 169 | ଶ୍ରୀ କମଳ ଲୋଚନ ପଣ୍ଡା | ସଂପୂର୍ଣ୍ଣ | |
| ଯୋଗଚୂଡାମଣି | 21 | 124 | ଶ୍ରୀ ଅରୁଣ କୁମାର ପରିଡା | ସଂପୂର୍ଣ୍ଣ | |
| ଯୋଗକୁଣ୍ଡଳିନୀ | 25 | 173 | ଶ୍ରୀ ଅରୁଣ କୁମାର ପରିଡା | ସଂପୂର୍ଣ୍ଣ | |
| ଯୋଗଶିଖା | 48 | 393 | ଶ୍ରୀ ଅରୁଣ କୁମାର ପରିଡା | ସଂପୂର୍ଣ୍ଣ | |
| ଯୋଗତତ୍ତ୍ବ | 21 | 145 | ଶ୍ରୀ ଅରୁଣ କୁମାର ପରିଡା | ସଂପୂର୍ଣ୍ଣ | |
| Total | 1934 | 7679 | - | - | - |