• +91 99400 11246
  • prakash@scholarshoppe.com

କେମିତି ଯୋଗଦେବେ?


ଆପଣଙ୍କର ସ୍ବାଗତ,
ଏହି ମହାନ କାର୍ଯ୍ୟରେ ଯୋଗଦାନ କରି ଆମର ମାତୃଭାଷାକୁ ଗୌରାବାନ୍ବିତ କରିବା ସହିତ, ଆମର ସଂସ୍କୃତି ଓ ପରମ୍ପରାକୁ ଆଗକୁ ବଢାଇବାର ଚିନ୍ତାଧାରା ନେଇଥିବାରୁ, ଆପଣଙ୍କୁ ଅନେକ ଧନ୍ୟବାଦ |

ପ୍ରକଳ୍ପମାନଙ୍କ ମଧ୍ୟରେ ମୁଖ୍ୟତଃ ଓଡିଆରେ ରୂପାନ୍ତର ଓଡିଆରେ ଅର୍ଥାନୁବାଦ ରହିଥାଏ |

ସର୍ବଦା କିଛି ନା କିଛି ପ୍ରକଳ୍ପ ଚାଲୁରହିଥାଏ, ଯଦି ଆପଣ କୌଣସି ଚଳିତ ପ୍ରକଳ୍ପରେ କାର୍ଯ୍ୟକରିବାକୁ ଚାହୁଁଛନ୍ତି, ତା'ହେଲେ, ଆପଣ ତଳ ଯୋଗାଯୋଗ ଠିକଣାରୁ ସୂଚନା ନେଇ, ସେଥିରେ କେଉଁ ଭାବରେ ଅନୁଦାନ କରିପାରିବେ, ସେ ବିଷୟରେ ଆଲୋଚନା କରି ଯୋଗ ଦେଇ ପାରିବେ |

କିମ୍ବା

ସଂପାଦକଙ୍କ ସହିତ ଆଲୋଚନା କରି, ଆପଣଙ୍କ ରୁଚି ଅନୁସାରେ କୌଣସି ନୂତନ ପ୍ରକଳ୍ପ ଆରମ୍ଭ କରିପାରିବେ |

ବିଶେଷ ସୂଚନା :-
ଏହା ଏକ ସ୍ବତ୍ତଃ ସେବା ଅଟେ, ଏଥିପାଇଁ ଆପଣଙ୍କୁ କୌଣସି ଆର୍ଥିକ ସହାୟତା ମିଳିବ ନାହିଁ | ବରଂ କିଛି ପକେଟରୁ ଖର୍ଚ୍ଚ କରିବାକୁ ପଡିପାରେ | ଆପଣଙ୍କୁ କେବଳ ଆପଣଙ୍କ କାର୍ଯ୍ୟର ସ୍ବୀକୃତି ମିଳିବ, ଯାହା ଆପଣଙ୍କ କାର୍ଯ୍ୟ କରିଥିବା ଦସ୍ତାବେଜ / ପୁସ୍ତକ / ପଞ୍ଜିକା ତଥା ଵେବ୍ ସାଇଟ୍ ରେ ଉପଲବ୍ଧ ରହିବ |

ଅଧିକ କିଛି ଜାଣିବାକୁ ହେଲେ, ତଳ ଠିକଣାରେ ଯୋଗାଯୋଗ କରନ୍ତୁ |

ଧନ୍ୟବାଦ
ସଂପାଦକ


ଏବେ ଚାଲୁଥିବା ପ୍ରକଳ୍ପ
୧. ୠକ୍-ବେଦ ଭାଷ୍ୟ
୨. ଯଜୁର୍ବେଦ ଭାଷ୍ୟ
୩. ବିଭିନ୍ନ ମନ୍ତ୍ରସମୁହ |


ଯୋଗାଯୋଗ


email - prakash@scholarshoppe.com

Phone - +91-9940011246