-17%

Veda & Upanishad Set – Odia (ବେଦ ଓ ଉପନିଷଦ ସେଟ୍ – ଓଡ଼ିଆ)

10,000.00 12,000.00 Incl. Taxes

Veda & Upanishad Set – Odia

ବେଦ ଓ ଉପନିଷଦ ସେଟ୍ – ଓଡ଼ିଆ

ଏହା “୪ଟି ବେଦ ଓ ୧୦୮ ଉପନିଷଦ” ର ମୂଳ ଗ୍ରନ୍ଥ ଅଟେ | ଏଥିରେ ୪ଟି ବେଦ ଓ ୧୦୮ ଉପନିଷଦର ସମସ୍ତ ସୂକ୍ତ ଓ ମନ୍ତ୍ର ଓଡ଼ିଆ ଲିପିରେ ରୂପାନ୍ତର କରାଯାଇଅଛି | ଏବେ ବେଦ ପଡିବା ପାଇଁ ସଂସ୍କୃତ ଲିପି ଜାଣିବା ଆବଶ୍ୟକ ପଡିବ ନାହିଁ |

ଏହି ସେଟ୍ ରେ ୪ଟି ବେଦ (ୠକ୍, ଯଜୁ, ସାମ, ଅଥର୍ବ) ତଥା ୧୦୮ ଉପନିଷଦ ଭାଗ-୧ ଓ ଭାଗ-୨ ଗ୍ରନ୍ଥମାନ ଉପଲବ୍ଧ | ବେଦ ସଂହିତା, ବ୍ରାହ୍ମଣ, ଆରଣ୍ୟକ ଓ ଉପନିଷଦ – ଏକ ସଂକ୍ଷିପ୍ତ ପରିଚୟ ପୁସ୍ତକ ମଧ୍ୟ ଉପଲବ୍ଧ |

କଠିନ ବନ୍ଧେଇ, ସ୍ପେସିୟାଲ୍ କାଗଜ-୨୦୦ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିବ, ଓଜନ ୧୮-୨୦ କିଲୋ |

ମୂଲ୍ୟ ପଠାଇବା ଖର୍ଚ୍ଚ ସହିତ |

 

9 in stock

SKU: Veda-Upanishad-Set-Odia Category: Tags: , , , ,

Veda & Upanishad Set – Odia

ବେଦ ଓ ଉପନିଷଦ ସେଟ୍ – ଓଡ଼ିଆ

Veda & Upanishad Set – Odia – slokas in Odia script .

  • ଏହା “୪ଟି ବେଦ ଓ ୧୦୮ ଉପନିଷଦ” ର ମୂଳ ଗ୍ରନ୍ଥ ଅଟେ | ଏଥିରେ ୪ଟି ବେଦ ଓ ୧୦୮ ଉପନିଷଦର ସମସ୍ତ ସୂକ୍ତ ଓ ମନ୍ତ୍ର ଓଡ଼ିଆ ଲିପିରେ ରୂପାନ୍ତର କରାଯାଇଅଛି | ଏବେ ବେଦ ପଡିବା ପାଇଁ ସଂସ୍କୃତ ଲିପି ଜାଣିବା ଆବଶ୍ୟକ ପଡିବ ନାହିଁ |
  • ଏହି ସେଟ୍ ରେ ୪ଟି ବେଦ (ୠକ୍, ଯଜୁ, ସାମ, ଅଥର୍ବ) ତଥା ୧୦୮ ଉପନିଷଦ ଭାଗ-୧ ଓ ଭାଗ-୨ ଗ୍ରନ୍ଥମାନ ଉପଲବ୍ଧ | ବେଦ ସଂହିତା, ବ୍ରାହ୍ମଣ, ଆରଣ୍ୟକ ଓ ଉପନିଷଦ – ଏକ ସଂକ୍ଷିପ୍ତ ପରିଚୟ ପୁସ୍ତକ ମଧ୍ୟ ଉପଲବ୍ଧ |
  • କଠିନ ବନ୍ଧେଇ, ସ୍ପେସିୟାଲ୍ କାଗଜ-୨୦୦ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିବ, ଓଜନ ୧୮-୨୦ କିଲୋ |
  • ଏହାକୁ ଆପଣ ନିଜ ପାଇଁ ନେଇ ପାରିବେ, କିମ୍ବା କୌଣସି ବିଦ୍ବାନ, ପଣ୍ଡିତ, ଜ୍ଞାନୀ, ବ୍ରାହ୍ମଣ ମାନଙ୍କୁ ଦାନ ବା ଉପହାର ଦେଇ ପାରିବେ, କିମ୍ବା କୌଣସି ମନ୍ଦିର, ମଠ, ଆଶ୍ରମ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଦାନ ବା ଉପହାର ଦେଇ ପାରିବେ |
  • ମୂଲ୍ୟ ପଠାଇବା ଖର୍ଚ୍ଚ ସହିତ |

ବିଦ୍ର: – ଏହା ଭାଷ୍ୟ ନୁହେଁ |

ବିବରଣୀ:-

  • A4+ Size Hardbound
  • Inner Paper : 80 GSM, Special Paper
  • Pages : 4600
  • Cover : Hardbound with printing
  • Size : 30 cm X 21 cm x 7 cm
  • Inner Print: offset printing
  • Finish : Saddle Stitch / Hard binding
  • Only can be sent by Indian Post
Weight 3.500 kg
Dimensions 30 × 21 × 7 cm
Material

Style

Size

Reviews

There are no reviews yet.

Be the first to review “Veda & Upanishad Set – Odia (ବେଦ ଓ ଉପନିଷଦ ସେଟ୍ – ଓଡ଼ିଆ)”
Review now to get coupon!

Your email address will not be published. Required fields are marked *

18 − two =

Questions and answers of the customers

There are no questions yet, be the first to ask something for this product.